Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଚୌଦ୍ୱାର ଥାନାର ଦାୟିତ୍ୱ ନେଲେ ଆଇଆଇସି ଦୀପକ

Published September 25, 2025 ଶିକ୍ଷା ଓ ନିଯୁକ୍ତି
SHARE

ଚୌଦ୍ୱାର, (ଓଡ଼ିଶା ଲେଖା): କଟକ ଚୌଦ୍ୱାର ଥାନାର ଦାୟୀତ୍ୱ ନେଲେ ନୂତନ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ। କିଛିଦିନ ତଳେ କମିଶନରେଟ ପୋଲିସ ଅଣ୍ଡରରେ ଥିବା ଥାନା ଗୁଡିକରେ ଆଇଆଇସି ମାନଙ୍କ ମଧ୍ୟରେ ଅଦଳ ବଦଳ ହୋଇଥିଲା। ତେବେ ଭୁବନେଶ୍ୱରର ବିବାଦୀୟ ଥାନା ଭାବେ ପରିଚିତ ହୋଇଥିବା ଭରତପୁର ଥାନାରେ ଦୀପକ କୁମାର ଖଣ୍ଡାୟରାୟ ଥାନାର ଦାୟୀତ୍ୱ ନେବା ପରେ ବିବାଦୀୟ ଥାନାରୁ ଭରତପୁର କୁ ଉଦ୍ଧାର କରି ଭଲ ଥାନାରେ ପରିଣତ କରିବା ପାଇଁ ସକ୍ଷମ ହୋଇଥିଲେ। ଏବେ ତାଙ୍କୁ ଭରତପୁର ଥାନାରୁ କଟକ ଚୌଦ୍ୱାର ଥାନାକୁ ବଦଳି ହୋଇଥିଲା। ତେବେ ଆଜି ବିଦ୍ଧିବଧ ଭାବେ ଶ୍ରୀଯୁକ୍ତ ଖଣ୍ଡାୟତରାୟ ଚୌଦ୍ୱାର ଥାନାରେ ପହଞ୍ଚି ଥାନାର ଦାୟୀତ୍ୱ ନେଇଥିବା ଜଣାପଡିଛି । ଦୀପକ ଏହା ପୂର୍ବରୁ ନୟାଗଡ଼ ଜିଲ୍ଲାର ଗଣିଆ, ଇଟାମାଟି, ନୟାଗଡ଼ ସଦର ଥାନା, ପୁରୀ ଜିଲ୍ଲାର ପିପିଲି ଥାନାର ଦାୟୀତ୍ୱ ନେଇ ସୁଚାରୁ ରୁପେ ଦାୟୀତ୍ୱ ସଂପର୍ଣ୍ଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ। ତେବେ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳ ପୋଲିସରୁ ସହରାଞ୍ଚଳ ପୋଲିସକୁ ବଦଳି ହେବା ପରେ ଭୁବନେଶ୍ୱରର ବିବାଦୀୟ ଥାନା ଭାବେ ପରିଚିତ ଥିବା ଭରତପୁର ଥାନାରେ ଯୋଗ ଦେଇଥିଲେ। ଅପରାଧ ଦମନ କରିବା ସହ ବିବାଦୀୟ ଭିତରୁ ଭରତପୁର ଥାନାକୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ଚୌଦ୍ୱାର ଥାନାର ନୂତନ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଚୌଦ୍ୱାର ଥାନା ବଡ଼ ଚ୍ୟାଲେଞ୍ଜ ପାଲଟିବ। ଚୌଦ୍ୱାର ଥାନା ଅଞ୍ଚଳରେ ଥିବା ଘଟୁଥିବା ଅପରାଧ, ଡକାୟତି ରୋକିବାରେ ନୂତନ ଆଇଆଇସି କେତେ ସକ୍ଷମ ହେଉଛନ୍ତି ତାହା ଆଗାମୀଦିନରେ ଜଣାପଡିବ। ଆଇଆଇସି ଦୀପକ ଚୌଦ୍ୱାର ଥାନାର ଦାୟୀତ୍ୱ ନେବା ପରେ ଚୌଦ୍ୱାରର ବିଭିନ୍ନ ସଂଗଠନ ମହଲରୁ ଶୁଭେଚ୍ଛା ସୁଅ  ଛୁଟିବାରେ ଲାଗିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 25, 2025 September 25, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ
ଜିଲ୍ଲା ଖବର
ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ରାଜ୍ୟ ଖବରଶିକ୍ଷା ଓ ନିଯୁକ୍ତି

କ୍ୟାପିଟାଲ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଅଭିଯାନ

Odisha Lekha September 8, 2026
ଶିକ୍ଷା ଓ ନିଯୁକ୍ତି

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି:ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Odisha Lekha September 7, 2026
ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ

Odisha Lekha September 6, 2026
ଆଞ୍ଚଳିକ ଖବରଶିକ୍ଷା ଓ ନିଯୁକ୍ତି

ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?