Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

କେବେ ଚେତିବ ଇଟାମାଟି ପୋଲିସ ! ଘଣ୍ଟ ଘୋଡାଇବାକୁ ପ୍ରୟାସ

Published September 4, 2025 ଅପରାଧ
SHARE

ଓଡ଼ିଶା ଲେଖା ଅଫିସ: ଗଣେଶ ପୂଜା ଭଷାଣିକୁ ନେଇ ନାକେଦମ ହେଲାଣି ଜିଲ୍ଲା ପୋଲିସ । କେଉଁଠି ଭଷାଣି କୁ ନେଇ ଗଣ୍ଡଗୋଳ ତ ଆଉ କେଉଁଠି ହତ୍ୟା । କିନ୍ତୁ ଏତିକିରେ ଚେତା ପଶୁନି । ଘଣ୍ଟ ଘୋଡ଼ାଇ ଚାଲିଛି ପୋଲିସ । ଏଭଳି ଘଣ୍ଟ ଘୋଡାଇ ଭଷାଣି ପାଇଁ ଅନୁମତି ନଥାଇ ଭଷାଣି କରିବାକୁ ପ୍ରଶୟ ଦେଉଥିବା ଯୋଗୁଁ ପୋଲିସକୁ କିଛି ଜାଗାରେ ବଦନାମ ହେବାକୁ ପଡୁଛି । ସେଥିରୁ ବାଦ ପଡିନି ଇଟାମାଟି ପୋଲିସ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଥିବା ଇଟାମାଟି ଗାଁ ବାଣିଜ୍ୟର ପେଣ୍ଠସ୍ଥଳୀ। ପ୍ରତି ସାହି ସାହିରେ ଗଢ଼ି ଉଠିଛି ଦୋକାନ ବଜାର। ସେହିଥି ଯୋଗୁଁ ପ୍ରତେକ ସାହିରେ ମଧ୍ୟ ଗଣେଶ ପୂଜା ହେଉଥିବା ବେଳେ ଭଷାଣି ଉପରେ ରୋକ ଲଗାଇବାରେ ବିଫଳତା ସାଉଁଟିଛି ଇଟାମାଟି ପୋଲିସ। ଚଳିତ ମାସ 1ତାରିଖରୁ ଇଟାମାଟି ରେ ଗଣେଶ ପୂଜା ଭଷାଣି ହେଉଛି, ଯାହାଫଳରେ ସାହି ସାହି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଉଥିବା ଜଣାପଡିଛି। ଏମିତିକି ଚଳିତ ମାସ 1ତାରିଖ ରାତିରେ ଇଟାମାଟି ତେଲି ସାହି ଓ କଂସାରୀ ସାହି ମଧ୍ୟରେ ଭଷାଣିକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ କଂସାରୀ ସାହିର ଜଣଙ୍କ ଘର ଭାଙ୍ଗିଦେଇଥିବା ଜଣାପଡିଛି । ଘଟଣା ଯାଇ ଥାନାରେ ପହଞ୍ଚିଥିଲା କିନ୍ତୁ କେସ ହେବ କଣ ଘଣ୍ଟ ଘୋଡ଼ାଇ ସମାଧାନ ପାଇଁ ସମୟ ଦିଆଯାଇଛି। ଏପଟେ ସମାଧାନ ପାଇଁ ସମୟ ଦିଆଯାଇଛି, ସେପଟେ 3ତାରିଖ ରାତିରେ ପୁଣି ଗଣେଶ ପୂଜା ଭଷାଣିକୁ ନେଇ ଗୌଡ଼ ସାହି ଓ ଖଟିଆ ସାହି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା ଜଣାପଡିଛି। ପୋଲିସ ମାମଲା ୠଜୁ କରିବ କଣ ଘଣ୍ଟ ଘୋଡାଇବାକୁ ପ୍ରୟାସ କରୁଥିବା ଜଣାପଡିଛି । ଏଭଳି କାଣ୍ଡ ଇଟାମାଟିରେଦୁଇ ଦୁଇ ଟି ଘଟଣା ଘଟି ଯାଇଥିବା ବେଳେ, ଶାସକ ଦଳର ଜଣେ କୁଜି ନେତା ଗଣ୍ଡଗୋଳକାରୀ ଙ୍କର ସୁରକ୍ଷାଦାତା ପାଲଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ କିଛି ଦିନ ତଳେ ଏହି ଗଣେଶ ପୂଜା ଭଷାଣିକୁ ନେଇ ଫତେଗଡ଼ ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଇଟାମାଟି ଥାନା ଠାରୁ ଅନତି ଦୂରରେ ଦୁଇ ଦୁଇ ଟି ଗଣ୍ଡଗୋଳ ହେବା ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଇଟାମାଟି ପୋଲିସ ଶାସକ ଦଳର କୁଜି ନେତାଙ୍କ ଚାପରେ ଚେପା ହୋଇଛି । ତେଣୁ ଏଥି ପ୍ରତି ବରିଷ୍ଠ ପୋଲିସ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 4, 2025 September 4, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry1
Surprise0
Dead1
Wink1
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?