ଓଡ଼ିଶା ଲେଖା ଅଫିସ୍:ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠି। ପ୍ରଦୀପ୍ତ କୁମାର ସେଠିଙ୍କ ଅଲାରପୁର ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ। ଏକ ବାଲି ଘାଟର ଡିମାରଗେସନ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲେ ଭିଜିଲାନ୍ସ ଅଧିକାରୀ । ବିଞ୍ଝାରପୁରରେ ତହସିଲଦାର ପଦବୀ ଖାଲି ପଡ଼ିଥିବା ବେଳେ ତହସିଲଦାର ଚାର୍ଜରେ ଥିଲେ ପ୍ରଦୀପ୍ତ କୁମାର ସେଠି ।


