Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଆମ ବସରେ ଯାତ୍ରୀଙ୍କୁ କଟୁରୀ ଚୋଟ:ଯାତ୍ରୀ ଗୁରୁତର

Published October 7, 2025 ଅପରାଧ
SHARE

ଓଡ଼ିଶା ଲେଖା ଅଫିସ: ଆମ ବସ ଭିତରେ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ କଟୁରୀ ଚୋଟ। ଯାତ୍ରୀ ଗୁରୁତର। କଣାସ ହସ୍ପିଟାଲରେ ଭର୍ତ୍ତି। ପୋଲିସ ଛାନଭିନ ଆରମ୍ଭ। ସୂଚନାନୁସାରେ, ହରସପଡାରୁ ସୁକଳ ଆସୁଥିଲା ଆମ ବସ୍ ରଜ ଅଭାବନୀୟ ଘଟଣା। ଆମ ବସରେ ବିନ୍ଧନ ଗାଁ ଠାରୁ ଚଢିଥିଲେ ତପନ ଭୋଇ। କଟୁରୀରେ ଜଣଙ୍କୁ ଆକ୍ରମଣ କରିଲା।

ତପନ ଭୋଇ କଟୁରୀରେ ତପନକୁ ଅନ୍ୟ ଵସ ଯାତ୍ରୀମାନେ ବିରୋଧ କରିବାରୁ ଵସ ଯାତ୍ରୀଙ୍କୁ କଟୁରୀରେ ଆକ୍ରମଣ କରିଥିଲେ। ଆହାତ ଯାତ୍ରୀ ହାନେ କଣାସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି। ତପନକୁ ମଧ୍ୟଲୋକ ମାନେ ଆକ୍ରମଣ କରିଥିଲେ ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତ ତପନ ଭୋଇ। ଆହତ ଅବସ୍ଥାରେ କଣାସ ମେଡିକାଲ ରେ ଭର୍ତ୍ତି । ଆକ୍ରମଣ ଘଟଣା ପରେ ଲୋକ ମାନେ ଅଭିଯୁକ୍ତ ତପନ ଭୋଇ କୁ ନିସ୍ତୁକ ମାଡ଼ ମାରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 7, 2025 October 7, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ
ଜିଲ୍ଲା ଖବର
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ନୟାଗଡ଼ରେ ଛାଉଣୀ ପୋଲିସ: ବିଜେପି ନେତାଙ୍କ ଚିରା ହୋଇଛି ପୋଷ୍ଟର:ଜିଲ୍ଲା ପୋଲିସର ପାରିପାର୍ଶ୍ୱିକ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Odisha Lekha August 28, 2026
ଅପରାଧଜିଲ୍ଲା ଖବର

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ଗଞ୍ଜେଇ ଚାଲାଣ ସହ ରହିଛି ନୟାଗଡ଼ ଲିଙ୍କ:୮ ଗିରଫ

Odisha Lekha August 26, 2026
ଅପରାଧଜିଲ୍ଲା ଖବର

ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର:ଗ୍ୟାସ୍ ପାଇଁ ଯାଇ ଶବ ହେଇ ଫେରିଲେ ନିରଞ୍ଜନ: ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

Odisha Lekha August 19, 2026
ଅପରାଧ

କଙ୍ଗାରୁକୋର୍ଟର କରୁଣ ପରିଣତି:ନଳକୂପ ଚାବିରେ ବାଡ଼େଇ ବାଡ଼େଇ ହତ୍ୟା:୨ଘଣ୍ଟା ପରେ ଡାହୁକା ନଦୀରୁ ମୃତ ଦେହ ଉଦ୍ଧାର:ପୋଲିସର ଛାନଭିନ ଆରମ୍ଭ

Odisha Lekha July 7, 2026
ଅପରାଧ

ବୟସ୍କ ବ୍ୟକ୍ତିକୁ ବାଡ଼େଇ ବାଡ଼େଇ ହତ୍ୟା:ହତ୍ୟାକାରୀ ଗାଁ ଛାନଭିନ କରୁଛି ପୋଲିସ

Odisha Lekha July 1, 2026
ଅପରାଧ

ଗୋଡିଗଦା ମୃତ ଦେହ ଉଦ୍ଧାର:ଦୁର୍ଘଟଣା ନା ହତ୍ୟା !

Odisha Lekha June 28, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?