Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିଜେଡ଼ି ଆଇଟି ସେଲର ପୁର୍ନଗଠନ

Published October 3, 2025 ରାଜନୀତି
SHARE

ଓଡ଼ିଶା ଲେଖା ଅଫିସ: ବିଜୁ ଜନତା ଦଳର ଆଇଟି ସେଲ ଓ ସୋସିଆଲ ମିଡ଼ିଆର ପୁର୍ନଗଠନ କରାଯାଇଛି । 13ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛି ବିଜେଡ଼ି । ସ୍ନେହାଙ୍ଗୀନ ଛୁରିଆ, ସୁଲତା ଦେଓ, କଳିକେଶ ନାରାୟଣ ସିଂ, ପ୍ରତାପ ଜେନା, ପ୍ରଶନ୍ନ ଆଚାର୍ଯ୍ୟ, ମହେଶ ସାହୁ, ପ୍ରୀତିରଞ୍ଜନ ଘଡେଇ, ତୁଷାର କାନ୍ତି ବେହେରା, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ,  ଦେବେଶ ଆଚାର୍ଯ୍ୟ ଓ ଭୃଗୁ ବକ୍ସିପାତ୍ରଙ୍କୁ ନେଇ ଟିମ ଗଠନ କରାଯାଇଛି । ସେହିପରି ଇମ୍ପ୍ଲିମେଣ୍ଟେସନ କମିଟିରେ ସୁଲୋଚନା ଦାସ, ଶର୍ମିଷ୍ଠା ସେଠୀ, ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ରପ୍ରତାପ ମହାରଥୀ, ମନ୍ମଥ ରାଉତରାୟ, ଅବିନାଶ ସାମଲ, ସୁନିଲ କୁମାର ମହାନ୍ତି, ବର୍ଷା ସିଂ ବରିହା, ବିଷ୍ଣୁବ୍ରତ ରାଉତରାୟ, ଲେଲିନ ମହାନ୍ତି, ଚିନ୍ମୟନନ୍ଦ ଶ୍ରୀରୁପ ଦେବ, ସୁଶ୍ରୀ ରଞ୍ଜିତା ସାହୁ, ଚିନ୍ମୟ କୁମାର ସାହୁ, ଇସ୍ପିତା ସାହୁ ଓ ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ନେଇ ଟିମ ଗଠନ କରାଯାଇଛି । ବିଜେଡ଼ି ଆଇଟି ସେଲରେ ନୂଆ ନିଯୁକ୍ତ କରାଯାଇଛି । ତେବେ ରାଜ୍ୟ ସାଧାରଣ ସମ୍ପାଦକ (ଯୁଗ୍ମ ବ୍ୟାପାର) ଅମରେଶ ପ୍ରତି ସହ ଆବାହକ, ଟିମ କୋଡ଼ିନେଟର ଜ୍ୟୋତିରଞ୍ଜନ ଜେନା, ରିସର୍ଚ୍ଚ ଟିମ କୋର୍ଡିନେଟର ବିଶ୍ଵପ୍ରତାପ ସାହୁ, କଣ୍ଟେଣ୍ଟ ରାଇଟର କୋର୍ଡିନେଟର କୃଷ୍ଣୁପ୍ରିୟା ମିଶ୍ର ଓ ଲଗ୍ନଜିତ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 3, 2025 October 3, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !
ଜିଲ୍ଲା ଖବର ସ୍ବାସ୍ଥ୍ୟ
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ଜିଲ୍ଲା ଖବରରାଜନୀତିଶିକ୍ଷା ଓ ନିଯୁକ୍ତି

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ:ନୟାଗଡ଼ରେ ଅରୁଣଙ୍କ ରଣହୁଙ୍କାର:ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Odisha Lekha August 2, 2026
ରାଜନୀତି

ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?

Odisha Lekha July 14, 2026
ରାଜନୀତି

ବିଜେପି ନେତ୍ରୀଙ୍କ ଜାଲି ଦସ୍ତଖତ ପ୍ରସଙ୍ଗ:ପ୍ରତିକ୍ରିୟା ରଖିଲେ କଂଗ୍ରେସର ଜିଲ୍ଲା ସଭାପତି

Odisha Lekha July 6, 2026
ରାଜନୀତି

ମାନବିକତା ଦେଖାଇଲେ ବ୍ଲକ୍ ଉପାଧ୍ୟକ୍ଷା:ସ୍ଥଗିତ ରହିଲା ଅହୋରାତ୍ର ଧାରଣା

Odisha Lekha June 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?