Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Published September 27, 2026 ଆଞ୍ଚଳିକ ଖବର ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ପଞ୍ଚାୟତର ବରକୋଳି ପାଟଣା ଗ୍ରାମବାସୀମାନେ ନିଜର ରାଜନୈତିକ ସମର୍ଥନକ ମାନଙ୍କୁ ନେଇ ବିଜେଡ଼ିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଗାଁର ଏକତାକୁ ନେଇ କିଛିଦିନ ତଳେ ନେଇଥିବା ପଦକ୍ଷେପକୁ ନେଇ ଗ୍ରାମବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ବିଜେଡ଼ି କିପରି ବିରୁଡ଼ା ପଞ୍ଚାୟତରେ ପୂର୍ବ ପରି ବଜାୟ ରଖିବ ତାକୁ ନେଇ ରଣକ୍ଷେତ୍ର ପ୍ରସ୍ତୁତ ଆରମ୍ଭ କରିଛନ୍ତି ଅରୁଣ । ଗ୍ରାମବାସୀଙ୍କ ପକ୍ଷରୁ “ଆମ ଗାଁ ବିଜେଡିର ଥିଲା, ବିଜେଡିର ଅଛି ଓ ବିଜେଡିର ରହିବ” ବୋଲି ମତ ପ୍ରକାଶ କରାଯାଇଛି। ଗ୍ରାମବାସୀମାନେ କହିଛନ୍ତି ଯେ, କୌଣସି ମିଛ ପ୍ରତିଶ୍ରୁତି, ପ୍ରଲୋଭନ କିମ୍ବା ମଦ-ମାଂସର ପ୍ରଭାବରେ ସେମାନେ ନିଜ ସ୍ୱାଭିମାନ ହରାଇବେ ନାହିଁ। ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିଜ ରାଜନୈତିକ ବିଶ୍ୱାସକୁ ଆଧାର କରି ଆଗକୁ ବଢ଼ିବାକୁ ସେମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ଏଥିସହ ବିଜେପି ସରକାର ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗକୁ ନେଇ ଲଢ଼େଇ ଜାରି ରଖିବାକୁ ଗ୍ରାମବାସୀମାନେ କହିଛନ୍ତି। ଏହି ଅବସରରେ ସେମାନେ “ଜୟ ବିଜେଡି, ଜୟ ନବୀନ, ଜୟ ଅରୁଣ” ନାରା ଦେଇଥିଲେ। ଗ୍ରାମବାସୀଙ୍କ ଏହି ମତାମତକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 27, 2026 September 27, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସବୁଦିନ ପାଇଁ ଆଖି ବୁଜିଲେ ବ୍ୟଙ୍ଗକବି ଡ଼ ଆର୍ତ୍ତତ୍ରାଣ ମିଶ୍ର:ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା:ଶୋକ ପ୍ରକାଶ କଲେ ଅରୁଣ
ଆଞ୍ଚଳିକ ଖବର
ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଦେଶ ବିଦେଶ
ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ
ଆଞ୍ଚଳିକ ଖବର
ଆନ୍ତର୍ଜାତିକ ଦାସିଆ ଅଜାଙ୍କ ପାଠାଗାରରେ ତଥ୍ୟ ସଂଗ୍ରହ କଲେ ଗବେଷଣା ଛାତ୍ରଛାତ୍ରୀ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ସବୁଦିନ ପାଇଁ ଆଖି ବୁଜିଲେ ବ୍ୟଙ୍ଗକବି ଡ଼ ଆର୍ତ୍ତତ୍ରାଣ ମିଶ୍ର:ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା:ଶୋକ ପ୍ରକାଶ କଲେ ଅରୁଣ

Odisha Lekha October 2, 2026
ଆଞ୍ଚଳିକ ଖବର

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ

Odisha Lekha October 1, 2026
ଆଞ୍ଚଳିକ ଖବର

ଭଞ୍ଜନଗରରେ ‘ଓଡ଼ିଶା ବନ୍ଦ’ର ପ୍ରଭାବ ଶୂନ

Odisha Lekha September 30, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବର

ପତୁରିଆ ନାଳରୁ ମୃତ ମଗର କୁମ୍ଭୀର ଉଦ୍ଧାର:ମୃତ୍ୟୁର କାରଣ ଖୋଜିବାକୁ ବନବିଭାଗର ତଦନ୍ତ ଜାରି

Odisha Lekha September 28, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?