Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଭ୍ରମଣ:ଭ୍ରମଣରେ ୧୧୯ଜଣ ବରିଷ୍ଠ ନାଗରିକ

Published September 18, 2025 ଆଧ୍ୟାତ୍ମିକ
SHARE

ନୟାଗଡ, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଭ୍ରମଣ ଯୋଜନାରେ ନୟାଗଡ଼ ଜିଲ୍ଲାର ୧୧୯ଜଣ ବରିଷ୍ଠ ନାଗରିକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରା ପରିଭ୍ରମଣରେ ବାହାରିଛନ୍ତି । ଏହି ଅବସରରେ ମାନ୍ୟବର ସାଂସଦ ପୁରୀ ଡ.ସମ୍ବିତ୍ ପାତ୍ର, ମାନ୍ୟବର ସାଂସଦ କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ପୂର୍ବାହ୍ନରେ ସମସ୍ତ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତ ଯାତ୍ରୀ ୪ଜଣ ଏସକର୍ଟ ଅଧିକାରୀଙ୍କ ସହିତ ୩ଗୋଟି ବସ ଯୋଗେ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି ଏବଂ ଆସନ୍ତାକାଲି ଦିବା ୧୧ଘଟିକା ସମୟରେ ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରାଣାସୀ ଅଭିମୁଖେ ପ୍ରସ୍ଥାନ କରିବେ । ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ ସେମାନଙ୍କ ସମସ୍ତ ଖର୍ଚ୍ଚ ସହ ଯାତ୍ରା ସମୟରେ ତୀର୍ଥସ୍ଥାନରେ ରହିବା, ଯିବାଆସିବା ଓ ଚିକିତ୍ସା ସୁବିଧା ଏବଂ ଖାଦ୍ୟପେୟ ଇତ୍ୟାଦିର ସମସ୍ତ ସୁବନ୍ଦୋବସ୍ତ ସରକାରଙ୍କ ଦ୍ୱାରା କରାଯାଇଅଛି । ସେପ୍ଟେମ୍ବର ୨୪ତାରିଖରେ ତୀର୍ଥ ଭ୍ରମଣ ସାରି ସମସ୍ତ ତୀର୍ଥଯାତ୍ରୀ ଘରକୁ ବାହୁଡ଼ିବେ ବୋଲି ଜଣାପଡିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 18, 2025 September 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଧ୍ୟାତ୍ମିକଜିଲ୍ଲା ଖବର

ସୁନିଆ ଦିବସରେ ସୁନାବେଶରେ ମହାପ୍ରଭୁ ରଘୁନାଥ

Odisha Lekha September 23, 2026
ଆଧ୍ୟାତ୍ମିକ

ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ:ଆନନ୍ଦ ଉଲ୍ଲାସର ପାଳନ କଲେ ୧୧ନମ୍ୱର ୱାର୍ଡ଼ବାସୀ

Odisha Lekha April 13, 2026
ଆଧ୍ୟାତ୍ମିକ

ବାଲୁଗାଁରେ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତିଯଜ୍ଞ

Odisha Lekha January 19, 2026
ଆଧ୍ୟାତ୍ମିକ

ନୟାଗଡରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାନିଧ୍ୟ ଓ ସତସଙ୍ଗ କାର୍ଯ୍ୟକ୍ରମ

Odisha Lekha December 22, 2025
ଆଧ୍ୟାତ୍ମିକ

ଶ୍ରୀ ରଘୁନାଥଜୀଉଙ୍କୁ ଦର୍ଶନ କଲେ ଓଡିଶା ହାଇକୋର୍ଟର ବିଚାରପତି

Odisha Lekha October 3, 2025
ଆଧ୍ୟାତ୍ମିକ

ସର୍ବ ପୁରାତନ ସାର୍ବଜନୀନ ଦୁର୍ଗାପୂଜା:ଚୁଲିଚାନ୍ଦା ଓ ଚରୁ ପ୍ରସାଦରେ ରହିଛି ସ୍ୱତନ୍ତ୍ରତା

Odisha Lekha October 3, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?