Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାନିଧ୍ୟ ଓ ସତସଙ୍ଗ କାର୍ଯ୍ୟକ୍ରମ

Published December 22, 2025 ଆଧ୍ୟାତ୍ମିକ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାନିଧ୍ୟ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରର୍ତ୍ତିକ ସମୟରେ ବୃକ୍ଷର ଆବଶ୍ୟକତା ତତ୍ ସହିତ ମା ମାନଙ୍କୁ କିଭଳି ବିଚାର ବୁଦ୍ଧି ପୂର୍ବକ ଅତି ଉଚ୍ଚ ମର୍ଯ୍ୟାଦା ଦିଆଗଲେ ସମାଜର ବିଶେଷ ପ୍ରଗତି ହେବ ବାର୍ତ୍ତା ପ୍ରଦାନ କରିଥିଲେ । ଏପରିକି ବାବା ବଳିଆଙ୍କ ସ୍ବରଚିତ ଶ୍ରବଣ ଚରିତ ମାନସର କିୟ ଦଂଶ ଉପସ୍ଥାପନା ଉପସ୍ଥିତଙ୍କୁ ଏକ ଆଧ୍ୟାତ୍ମିକ ଦିଗକୁ ନେଇଯାଇଥିଲା ।

ଏହି ଅବସରରେ ସିଭିଲ୍ ସୋଷାଇଟ ର ଅଧକ୍ଷ ଗୋଦାବରୀ ସାହୁଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଶ ଉପସ୍ଥିତ ରହି ପୂଜ୍ୟ ପୂଜକ ବାବା ବାଳିଆଙ୍କୁ ପୁଷ୍ପ ଗୁଚ୍ଛ ସହ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ଦେବା ସହ ଆର୍ଶୀବାଦ କାମନା କରିଥିଲେ । ଏହି ଅବସରରେ ନୟାଗଡ଼ ପୌରାଧ୍ୟକ୍ଷା ନିରୂପମା ଖଟେଇ, ସାମ୍ବାଦିକ ଭବନର ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 22, 2025 December 22, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ଆଧ୍ୟାତ୍ମିକ

ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ:ଆନନ୍ଦ ଉଲ୍ଲାସର ପାଳନ କଲେ ୧୧ନମ୍ୱର ୱାର୍ଡ଼ବାସୀ

Odisha Lekha April 13, 2026
ଆଧ୍ୟାତ୍ମିକ

ବାଲୁଗାଁରେ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତିଯଜ୍ଞ

Odisha Lekha January 19, 2026
ଆଧ୍ୟାତ୍ମିକ

ଶ୍ରୀ ରଘୁନାଥଜୀଉଙ୍କୁ ଦର୍ଶନ କଲେ ଓଡିଶା ହାଇକୋର୍ଟର ବିଚାରପତି

Odisha Lekha October 3, 2025
ଆଧ୍ୟାତ୍ମିକ

ସର୍ବ ପୁରାତନ ସାର୍ବଜନୀନ ଦୁର୍ଗାପୂଜା:ଚୁଲିଚାନ୍ଦା ଓ ଚରୁ ପ୍ରସାଦରେ ରହିଛି ସ୍ୱତନ୍ତ୍ରତା

Odisha Lekha October 3, 2025
ଆଧ୍ୟାତ୍ମିକ

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଭ୍ରମଣ:ଭ୍ରମଣରେ ୧୧୯ଜଣ ବରିଷ୍ଠ ନାଗରିକ

Odisha Lekha September 18, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?