Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ:ଆନନ୍ଦ ଉଲ୍ଲାସର ପାଳନ କଲେ ୧୧ନମ୍ୱର ୱାର୍ଡ଼ବାସୀ

Published April 13, 2026 ଆଧ୍ୟାତ୍ମିକ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପୌର ପରିଷଦ ଅଧୀନରେ ଥିବା ୧୧ନମ୍ୱର ୱାର୍ଡରେ ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାଉନସିଲର ଅକ୍ଷୟ କୁମାର ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ରବିବାର ପୂର୍ବାହ୍ନ ୯ଘଟିକା ସମୟରେ ପଣ୍ଡିତ ମାନଙ୍କ ଦ୍ଵାରା ବିଧିବଦ୍ଧ ଭାବେ ପୂଜା ପାଠ ଓ ହୋମ ଯଜ୍ଞ ଆରମ୍ଭ ହୋଇଥିଲା। ତତ୍ ନାମ ସଂକୀର୍ତ୍ତନ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଛି। ଆୟୋଜିତ ମା ବାଟ ମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ ହୋମ ଯଜ୍ଞର କର୍ତ୍ତା ଭାବରେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ।

ମାଙ୍କର ଏହି ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓକିଲ ସଂଘର ସଂପାଦକ ସ୍ବଦେଶ ମିଶ୍ର, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇ ମାଙ୍କ କୃପା ଲାଭ କରିଥିଲେ। ଉତ୍ସବ ଶେଷରେ ମାଙ୍କ ପ୍ରାସାଦ ସେବନ କରି ଆଧ୍ୟାତ୍ମିକ ଆନନ୍ଦର ଅନୁଭବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ୧୧ନମ୍ୱର ୱାର୍ଡ଼ର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha April 13, 2026 April 13, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଧ୍ୟାତ୍ମିକଜିଲ୍ଲା ଖବର

ସୁନିଆ ଦିବସରେ ସୁନାବେଶରେ ମହାପ୍ରଭୁ ରଘୁନାଥ

Odisha Lekha September 23, 2026
ଆଧ୍ୟାତ୍ମିକ

ବାଲୁଗାଁରେ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତିଯଜ୍ଞ

Odisha Lekha January 19, 2026
ଆଧ୍ୟାତ୍ମିକ

ନୟାଗଡରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାନିଧ୍ୟ ଓ ସତସଙ୍ଗ କାର୍ଯ୍ୟକ୍ରମ

Odisha Lekha December 22, 2025
ଆଧ୍ୟାତ୍ମିକ

ଶ୍ରୀ ରଘୁନାଥଜୀଉଙ୍କୁ ଦର୍ଶନ କଲେ ଓଡିଶା ହାଇକୋର୍ଟର ବିଚାରପତି

Odisha Lekha October 3, 2025
ଆଧ୍ୟାତ୍ମିକ

ସର୍ବ ପୁରାତନ ସାର୍ବଜନୀନ ଦୁର୍ଗାପୂଜା:ଚୁଲିଚାନ୍ଦା ଓ ଚରୁ ପ୍ରସାଦରେ ରହିଛି ସ୍ୱତନ୍ତ୍ରତା

Odisha Lekha October 3, 2025
ଆଧ୍ୟାତ୍ମିକ

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଭ୍ରମଣ:ଭ୍ରମଣରେ ୧୧୯ଜଣ ବରିଷ୍ଠ ନାଗରିକ

Odisha Lekha September 18, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?