Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

T-20 ଏସିଆ କପ:ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

Published September 15, 2025 ଖେଳ
SHARE

ଓଡ଼ିଶା ଲେଖା ଅଫିସ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଥିବା T-20 ଏସିଆ କପରେ ଭାରତ ପାକିସ୍ତାନକୁ ବଦଲା ନେଇଛି । ଭାରତ ଟିମ ଜବରଦସ୍ତ ବୋଲିଂ ଜବରଦସ୍ତ ବ୍ୟାଟିଂ ସହ ଦମଦାର ବିଜୟୀ ହୋଇଛି । ପେହେଲେଗାଓଁ ଘଟଣାକୁ ନେଇ ଭାରତ-ପାକିସ୍ତାନ ମ୍ୟାଚ ହେବ କି ନାହିଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ସବୁ ଅପେକ୍ଷାର ଅନ୍ତ ଘଟାଇ ମ୍ୟାଚ ଆରମ୍ଭ ହେଲା ।

ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପଡ଼ିଆକୁ ପ୍ରବେଶ କରିଥିଲା । ନିର୍ଦ୍ଧାରିତ 20ଓଭରରେ 9ଟି ୱେକେଟ ହରାଇ 127ରନ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଖେଳାଳୀ ସାହିବଜାଦା ଫାରହାନ ସର୍ବାଧିକ 40ରନ (ବଲ-44, ଛକା-3ଟା ଓ ଗୋଟିଏ ଚୌକା)କରିବାରେ ସକ୍ଷମ ହୋଇଥିବା ବେଳେ ସାହୀନ ଶାହା ଆଫ୍ରିଦ 33ରନ (ବଲ -16, ଛକା-4, ଓ ଚୌକା-0)କରିବାରେ ସହାୟକ ହୋଇଥିଲେ ।

ଭାରତ ତରଫରୁ କୁଲଦୀପ ଯାଦବ ସର୍ବାଧିକ 3ଟି ୱେକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରାହା ଓ ଅକ୍ଷର ପଟେଲ 2ଟି ଲେଖାଏଁ ୱେକେଟ ନେଇଥିଲେ। ଭାରତ 128ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇ ଥିଲା । ଭାରତ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା । ଛକା, ଚୌକାର ବର୍ଷଣ କରି 15ଓଭର 5ଟି ବଲ ଖେଳି ମୂଲ୍ୟବାନ 3ଟି ୱେକେଟ ହରାଇ 131ରନ କରି ଦୁବାଇ ମାଟିରେ ପାକିସ୍ତାନ ଦଳକୁ ଧୁଳି ଚଟାଇଥିଲା । ପେହେଲେଗାଓଁ ହମଲାର ଜବାବ ଦେଇଥିଲା ଭାରତ ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ 37ଟି ବଲ ଖେଳି ଗୋଟିଏ ଛକା, 5ଟି ଚୌକା ସହାୟତାରେ ସର୍ବାଧିକ 47ରନ କରିବାରେ ସକ୍ଷମ ହୋଇଥିଲେ । ସେହିପରି ଅଭିଷେକ ଶର୍ମା-31, ତିଳକ ବର୍ମା-31, ଶୁଭମନ ଗିଲ-10 ଓ ଶିବମ ଦୁବେ-10 କରି ପାକିସ୍ତାନକୁ ହରାଇ ବଜୟୀ ହୋଇଥିଲେ । ମ୍ୟାନ ଅଫ ଦ ମ୍ୟାଚ କୁଲଦୀପ ଯାଦବକୁ ଟ୍ରଫି ପ୍ରଦାନ କରାଯାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 15, 2025 September 15, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
ଖେଳ

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?