Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?

Published July 14, 2026 ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବିଜେପି ଶିବିରରେ ଏବେ ଯେଉଁଭଳି ନେତୃତ୍ୱ ସଙ୍କଟ ଦେଖାଦେଇଛି, ତାହା ଦଳ ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି। ନିଜର ଦୃଢ଼ ସଂଗଠନ ଥିବା ଦାବି କରୁଥିବା ଏହି ଦଳ ପାଖରେ ଆଜି ସ୍ଥାନୀୟ ସ୍ତରରେ ଲଢ଼ିବା ପାଇଁ ଯୋଗ୍ୟ ନେତାଙ୍କର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଏବେ ବିଜେଡିର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଟାଣିବାକୁ ପ୍ରଚେଷ୍ଟା କରୁଛନ୍ତି। ନିଜ କର୍ମୀଙ୍କ ଉପରେ ଭରସା ନକରି ଅନ୍ୟ ଦଳର ପ୍ରତିନିଧିଙ୍କୁ ‘ତେଲ ମାଲିସ’ କରିବା ହିଁ ପ୍ରମାଣିତ କରୁଛି ଯେ ବିଜେପିର ମୂଳଦୁଆ ଏବେ ନୟାଗଡ଼ରେ ଦୋହଲିବାକୁ ଲାଗିଲାଣି। ନିଜର ମୂଳଦୁଆ ଅଲୋଡ଼ା ହେଉଥିବା ବେଳେ ଅନ୍ୟ ଦରର ସାହାରା ବିଜେପିକୁ ଦରକାର ବୋଲି ଆଲୋଚନା ହେଉଛି। ସାଧାରଣ ଲୋକଙ୍କୁ ମିଥ୍ୟା ଆଶ୍ୱାସନା ଦେଇ ଠକିବା ଏବଂ ରାଜନୈତିକ ଫାଇଦା ପାଇଁ ଅନ୍ୟ ଦଳର ନେତାଙ୍କୁ ଆପଣେଇବା, ବିଜେପିର ଆଦର୍ଶହୀନ ରାଜନୀତିର ଅସଲ ମୁଖା ଖୋଲି ଦେଇଛି। ନୟାଗଡ଼ ବିଜେପିର ପୁରୁଖା ନେତା ତଥା ପୁରାତନ ନେତାଙ୍କୁ ପ୍ରାଧାନ୍ୟ ନଦେଇ, ଯେଉଁ ନେତା ମାନେ ପୂର୍ବରୁ ବିଜେପି ନେତାଙ୍କୁ ବିଭିନ୍ନ ଭାଷା ଗାଳି ଗୁଲଜ କରୁଥିଲେ, ସେମାନଙ୍କ ଉପରେ ଭରଷା ରଖି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧି ବସିଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଅଶ୍ଳୀଳ ଭାଷା ଓ ଏବେର ତେଲ ମାଲିସ୍ ନେତାଙ୍କୁ ନୟାଗଡ଼ ବିଜେପି ବ୍ଲକ୍ ଓ ପୌରାଞ୍ଚଳର ମୁଖିଆ ନେତା ହେବାର ସୁଯୋଗ ମିଳିବ ? ଯଦି ମିଳିବ ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଯଦି ଦଳ ଡିଆଁ ନେତା ମୁଖିଆ ହେବେ, ତେବେ ପୁରୁଖା ବା ପୁରାତନ ନେତାଙ୍କ ଭାଗ୍ୟ ଏହି ସରକାରରେ ବନ୍ଧା ପଡ଼ିଯିବ ବୋଲି ଦଳୀୟ କର୍ମୀଙ୍କ ମନରେ ଆଶଙ୍କା ଦେଖାଦେଇଛି। ତେବେ ଆଗାମୀ ଦିନରେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha July 14, 2026 July 14, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜନୀତି

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା

Odisha Lekha October 2, 2026
ରାଜନୀତି

ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ:ବିଭିନ୍ନ ଦାୟିତ୍ୱରେ  ନେତାଙ୍କୁ ନୂଆ ନିଯୁକ୍ତି:ଅରୁଣଙ୍କୁ ମିଳିଲା ମୁଖ୍ୟ ସଂଯୋଜକ ଦାୟୀତ୍ୱ

Odisha Lekha October 2, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ରାଜନୀତି

ଗଢ଼ା ହେଲା ବ୍ଲକ ଓ ନଗର ସଭାପତି:ସୁଦୃଢ ହେବ ବିଜୁ ମହିଳା ଜନତା ଦଳର ସଂଗଠନ

Odisha Lekha September 26, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?