Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନାବାଳକ ନିଖୋଜ ଘଟଣା:କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ଉଦ୍ଧାର:ପରିବାର ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ

Published February 4, 2026 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): କ୍ଷତାକ୍ତ ଅବସ୍ଥା ନାବାଳକର ମୃତ ଦେହ ଉଦ୍ଧାର। ମୃତକଙ୍କ ପରିବାର ଲୋକ କଣ୍ଟିଲୋ- ଦଶପଲ୍ଲା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ଥାନା ନିକଟରେ। ସୂଚନାନୁସାରେ, ଗଣିଆ ଥାନା ବେଲପଡା ଗ୍ରାମର ବିଜୟ ମଲ୍ଲିକଙ୍କ ୧୦ବର୍ଷୀୟ ନାବାଳକ ପୁଅ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଗତ କାଲି ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନିଷା ସେନାପତିଙ୍କୁ ଝାଡା ଯିବାକୁ କହି ବିଦ୍ୟାଳୟରୁ ଯାଇଥିଲେ । ହେଲେ ଆଉ ଫେରି ନଥିଲେ। ପରେ ଘର ଲୋକଙ୍କ ଠାରୁ ଆରମ୍ଭ କରି ସବୁ ଆଡ଼େ ଖୋଜା ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳୁ ଗାଁ ଠାରୁ ୧୦୦ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଛାତ୍ର ଜଣଙ୍କର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି। କେହି ଜଣେ ମାରି କୂଅ ଭିତରକୁ ଫିଙ୍ଗି ଦେଇଥିବା ଘରଲୋକେ ଅଭିଯୋଗ କରିଛନ୍ତି । ସେପଟେ ଗଣିଆ ଛକ ଉପରେ ମୃତ ଦେହ ରଖି ପରିବାର ଲୋକ ଓ ଗ୍ରାମବାସୀ କଣ୍ଟିଲୋ-ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 4, 2026 February 4, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !
ଜିଲ୍ଲା ଖବର ସ୍ବାସ୍ଥ୍ୟ
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ନୟାଗଡ଼ରେ ଛାଉଣୀ ପୋଲିସ: ବିଜେପି ନେତାଙ୍କ ଚିରା ହୋଇଛି ପୋଷ୍ଟର:ଜିଲ୍ଲା ପୋଲିସର ପାରିପାର୍ଶ୍ୱିକ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Odisha Lekha August 28, 2026
ଅପରାଧଜିଲ୍ଲା ଖବର

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ଗଞ୍ଜେଇ ଚାଲାଣ ସହ ରହିଛି ନୟାଗଡ଼ ଲିଙ୍କ:୮ ଗିରଫ

Odisha Lekha August 26, 2026
ଅପରାଧଜିଲ୍ଲା ଖବର

ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର:ଗ୍ୟାସ୍ ପାଇଁ ଯାଇ ଶବ ହେଇ ଫେରିଲେ ନିରଞ୍ଜନ: ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

Odisha Lekha August 19, 2026
ଅପରାଧ

କଙ୍ଗାରୁକୋର୍ଟର କରୁଣ ପରିଣତି:ନଳକୂପ ଚାବିରେ ବାଡ଼େଇ ବାଡ଼େଇ ହତ୍ୟା:୨ଘଣ୍ଟା ପରେ ଡାହୁକା ନଦୀରୁ ମୃତ ଦେହ ଉଦ୍ଧାର:ପୋଲିସର ଛାନଭିନ ଆରମ୍ଭ

Odisha Lekha July 7, 2026
ଅପରାଧ

ବୟସ୍କ ବ୍ୟକ୍ତିକୁ ବାଡ଼େଇ ବାଡ଼େଇ ହତ୍ୟା:ହତ୍ୟାକାରୀ ଗାଁ ଛାନଭିନ କରୁଛି ପୋଲିସ

Odisha Lekha July 1, 2026
ଅପରାଧ

ଗୋଡିଗଦା ମୃତ ଦେହ ଉଦ୍ଧାର:ଦୁର୍ଘଟଣା ନା ହତ୍ୟା !

Odisha Lekha June 28, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?