Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍:ସେମିଫାଇନାଲରେ କଟକ ମଙ୍ଗଳା କ୍ଳବ୍ ବିଜୟୀ

Published January 24, 2026 ଖେଳ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଖେଳ ପଡିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ୨ୟ ତଥା ଅନ୍ତିମ ସେମିଫାଇନାଲ ମ୍ୟାଚ। ଏଥିରେ ଓଡ଼ିଶା ପୋଲିସ କଟକ ଓ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆଜିର ସେମିଫାଇନାଲ ମ୍ୟାଚ ଫାଇନାଲ ମ୍ୟାଚ ଭଳି ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ଆଜି ମଧ୍ୟ ବିଧାୟକ ଡ଼ ଅରୁଣ କୁମାର ସାହୁ ମଞ୍ଚ ଉପରେ ଉପସ୍ଥିତ ଏହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏଠାରେ ଜିଲ୍ଲା ପରିଷଦ ସଭ୍ୟା ବିରଜଲକ୍ଷ୍ମୀ ସାହୁ, ଗୋଦାବରୀ ସାହୁ ଅଧକ୍ଷ ସିଭିଲ ସୋସାଇଟି,ଏସ କେ ଅତାହତ୍ ଏମ ଡି ଓରିପ୍ଲାଷ୍ଟ, ତାପସ ରଂଜନ ପାଢ଼ୀ , ଜିଲ୍ଲା ଆମ୍ବେଦକର ମହସଂଘ୍ ସଭାପତି ସୁଧୀର ମୁଖୀ, ଅଳକା ଡ୍ରେସ୍ ସୋରୁମ୍ ର ମାଲିକ ରାଧେଶ୍ୟାମ ମହୋତା , ହାନାନ ଖାଁ ସିନ୍ଦୁରିଆ ଗ୍ରାମ କମିଟି ସମ୍ପାଦକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳର ପ୍ରଥମାର୍ଦ୍ଧରେ ଉଭୟ ବଳର ଖେଳାଳି ମାନଙ୍କ ସହ ପଡିଆ ମଧ୍ୟରେ କର ମର୍ଦ୍ଦନ କରିଥିଲେ । ମୁଖ୍ୟ ରେଫରି ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଆଜିର ଖେଳ ପରିଚାଳନା କରିଥିଲେ । ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ ଓ ସରୋଜ ମହାରଣା ଏବଂ ଚତୁର୍ଥ ରେଫରି ଭାବେ ରାଜୁ ସ୍ବାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ। ଅଧ୍ୟାପକ ଆଶୁତୋଷ ମିଶ୍ର ଏବଂ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ। ଆଜି ବହୁ ସଂଖ୍ୟାରେ ଦର୍ଶକ ପଡିଆର ଚାରିପଟେ ରହି ଖେଳ ଉପଭୋଗ କରିବା ସହ କରତାଳି ଓ ହୋ ହାଲ୍ଲା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅପର ପକ୍ଷରେ ୭୮୬ ୟୁଥ୍ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ମ୍ୟାଚ୍ କମିଶନର ଆଲୋକ କୁମାର ଦାଶ, ଜୁରି କମିଟି ସଭାପତି ଅମୀୟ ମୋହନ ସାହୁ ଓ ସମ୍ପାଦକ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ପ୍ରତ୍ୟେକଟି ଦିବସରେ ଉପସ୍ଥିତ ରହି ଖେଳାଳି ମାନଙ୍କ ମାନ ନିର୍ଦ୍ଧାରଣ କରୁଥିଲେ ଏବଂ ସେହିଭଳି ୭୮୬ କ୍ଳବ୍ ତରଫରୁ ଡ. ସୋନି ପ୍ରତ୍ୟେକ ଟି ଦିବସରେ ଆହତ ଖେଳାଳି ମାନଙ୍କୁ ତାଙ୍କ ଟିମ୍ ସହ ତୁରନ୍ତ ପ୍ରାଥମିକ ସେବା ଯୋଗାଇବା ଜାରୀ ରଖିଛନ୍ତି । ଆସନ୍ତା ତା ୨୬.୦୧.୨୬ ରିଖ ପବିତ୍ର ସାଧାରଣତନ୍ତ୍ର ଦିବସରେ ଏଠାରେ ଭଞ୍ଜନଗର ଦଳ ସହିତ ମଙ୍ଗଳା କ୍ଳବ୍ କଟକ ଦଳ ଫାଇନାଲ ଖେଳରେ ମୁହାଁ ମୁହିଁ ହେବେ। ଆଜିର ଖେଳରେ ମଙ୍ଗଳା କ୍ଳବ୍ କଟକ ଦଳର ୧୦ ନମ୍ବର ଜର୍ସିରେ ଥିବା ଖେଳାଳି ଦୀନବନ୍ଧୁ ଦାସ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତାକାଲି ସ୍ଥାନୀୟ ପୂର୍ବତନ ପ୍ରଖ୍ୟାତ ଫୁଟବଲ ଖେଳାଳୀ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବ ବିଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ମଙ୍ଗଳା କ୍ଳବ୍ କଟକ ୩ -୦ ଗୋଲରେ ବିଜୟୀ ହୋଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 24, 2026 January 24, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଖେଳ

ଜାତୀୟ କ୍ରୀଡ଼ା ଦିବସ: ନୟାଗଡ଼ରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

Odisha Lekha August 28, 2026
ଖେଳ

ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬:୧୫ରେ ଗ୍ରାଣ୍ଟ ଫାଇନାଲ

Odisha Lekha June 14, 2026
ଖେଳ

ଟି-୨୦ ବିଶ୍ୱକପ୍:୭ରନରେ ଭାରତ ବିଜୟୀ:ମାର୍ଚ୍ଚ ୮ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍: ମୁହାଁମୁହିଁ ହେବେ ଭାରତ ଓ ନ୍ୟୁିଜଲାଣ୍ଡ

Odisha Lekha March 5, 2026
ଖେଳ

ଟି-୨୦ ବିଶ୍ୱକପ୍:ଇଡେନ୍ ଗାର୍ଡେନରେ ମହାଲଢେଇ:୫ୱିକେଟ୍ ଭାରତ ବିଜୟୀ

Odisha Lekha March 2, 2026
ଖେଳ

ଟି-୨୦ ବିଶ୍ୱକପ୍: ଭାରତ ବନାମ ପାକିସ୍ତାନ: ୬୧ରନରେ ଭାରତ ବିଜୟୀ

Odisha Lekha February 15, 2026
ଖେଳ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍:୪-୧ ରେ ସିରିଜ୍ ହାତେଇଲା ଭାରତ: ଇଶାନ୍ କିଶାନଙ୍କ ପ୍ରଥମ ଟି-୨୦ ଶତକ, ଆର୍ଶିଦିପ ସିଂହଙ୍କ ଘାତକ ବୋଲିଂ

Odisha Lekha February 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?