Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଭାରତ-ନ୍ୟୁଜଲ୍ୟାଣ୍ଡ ଦିନିକିଆ ସିରିଜ୍:ନ୍ୟୁଜଲ୍ୟାଣ୍ଡକୁ ୪ୱିକେଟ୍ ହରାଇଲା ଭାରତ: କୋହିଲ୍ ମ୍ୟାନ ଅଫ ଦି ମ୍ୟାଚ୍

Published January 11, 2026 ଖେଳ
SHARE

ଓଡ଼ିଶା ଲେଖା ଅଫିସ୍: ବରୋଦାରେ ଖେଳ ହେଉଥିବା ଭାରତ ନ୍ୟୂଜଲ୍ୟାଣ୍ଡ ଦିନିକିଆ ସିରିଜର ପ୍ରଥମ ଦିନିକିଆରେ ଭାରତ ୪ୱିକେଟ୍ ବିଜୟୀ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ଫିଲ୍ଡି କରିବାକୁ ନିଷ୍ପତ୍ତି ନେଇଥିଲା । ନ୍ୟୂଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୩୦୦ ରନ କରିଥିଲେ । ନ୍ୟୁଜଲ୍ୟାଣ୍ଡର ଡାରେଲ ମିଚେଲ ୭୧ଟି ବଲ୍ ସମ୍ମୁଖିନ ହୋଇ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୮୪ ରନ କରିଥିବା ବେଳେ ହେନରି ନିଚୋଲ୍ସ ୬୨ରନ ଓ ଡେଭନ୍ କାଉନି ୫୬ ରନ କରିଥିଲେ ।

ଭାରତ ତରଫରୁ ମହମ୍ମଦ ସିରାଜ୍, ହରସିତ ରାନା ଓ କ୍ରିଷ୍ଣା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ କୁଲଦୀପ ୟାଦବ ଗୋଟିଏ ୱିକେଟ୍ ନେଇଥିଲେ । ଭାରତ ୩୦୧ ରନ୍ ବିଜୟ ଲକ୍ଷ ନେଇ ରୋହିତ ଶର୍ମା ଓ ସୁଭମନ୍ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଭାରତୀୟ ଖେଳାଳୀ ମାନେ ନିର୍ଦ୍ଧାରିତ ଓଭର ପୁର୍ବରୁ ଗୋଟିଏ ଓଭର ବାକି ଥିବା ବେଳେ ଭାରତିୟ ଦଳ ମୂଲ୍ୟବାନ୍ ୬ଟି ୱିକେଟ୍ ହରାଇ ବିଜୟ ହାସଲ କରିନେଇଛି ।

ଦଳ ପକ୍ଷରୁ ବିରାଟ କୋହିଲ ସର୍ବାଧିକ ୯୩ରନ କରି କ୍ୟାଚ ଆଉଟ୍ ହୋଇ ପ୍ୟାଭେଲିୟନ୍ ଫେରିଥିଲେ । ୯୧ଟି ବଲ ଖେଳି ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୯୩ରନ କରିଥିଲେ କୋହିଲ୍ । ଶୁଭମନ ଗିଲ୍ ୫୬, ଶ୍ରେୟସ ଆୟର ୪୯, ହରଷିତ ରାନା ୨୯, ରୋହିତ ଶର୍ମା ୨୬ ଓ କେଏଲ ରାହୁଲ ୨୯ ରନ୍ କରି ୪୯ ଓଭରରେ ୩୦୬ ରନ୍ କରି ୪ୱିକେଟ୍ ବିଜୟ ହାସଲ କରିନେଇଛି ଭାରତ । ଭାରତ ୩ଟି ଦିନିକିଆ ସିରିଜ୍ ରୁ ଗୋଟିଏ ମ୍ୟାଚ୍ ଜିତି ଆଗୁଆ ରହିଛି । ବିରାଟ କୋହିଲ୍ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବା ସୂଚନା ମିଳିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 11, 2026 January 11, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
ଖେଳ

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?