Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

କଟରାଝରି ନିକଟରେ ଡକାୟତି ଉଦ୍ୟମ: ଦୁଇ ଗୁରୁତର

Published December 6, 2025 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ଶରଣକୂଳ ଥାନା କଟରାଝରୀ ନିକଟରେ ଡକାୟତୀ ଉଦ୍ୟମ ବିଫଳ । ଡକାୟତଙ୍କ ଗାଡି ଧକ୍କାରେ ମାର୍କେଟିଂରୁ ଫେରୁଥିବା ବ୍ଯକ୍ତି ଗୁରୁତର ହୋଇଥିବାବେଳେ ଜଣେ ଡକାୟତ ଆହତ ହୋଇଛି । ନୟାଗଡ ସହରର ଜଣେ ବ୍ଯବସାୟୀଙ୍କ ମାର୍କେଟିଂ କରୁଥିବା ନିରଞ୍ଜନ ମହାନ୍ତି ନାମକ ବ୍ଯକ୍ତି ଓଡଗାଁ ଅଞ୍ଚଳରୁ କଲେକ୍ସନ ସାରି ବାଇକରେ ଫେରୁଥିବାବେଳେ ରାତି ଅନ୍ଧାରର ସୁଯୋଗ ନେଇ ୩ଜଣ ଯୁବକ କଟରାଝରୀ ନିକଟରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଫଳରେ ନିରଞ୍ଜନ ଗାଡିରୁ ପଡି ଗୁରୁତର ଆହତ ହୋଇଛନ୍ତି । ସେପଟେ ୩ ଡକାୟତଙ୍କ ମଧ୍ଯରୁ ଜଣେ ମଧ୍ଯ ଆହତ ହୋଇଛି । ନିରଞ୍ଜନଙ୍କ ଠାରୁ ଡକାୟତମାନେ ଟଙ୍କା ବ୍ଯାଗ୍ ଛଡାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ପାଟି ଶୁଣି ସ୍ଥାନୀୟଲୋକମାନେ ପଳାଇଆସିବାରୁ ଦୁଇ ଡକାୟତ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଶରଣକୂଳ ଥାନା ପୋଲିସ ଖବରପାଇ ଘଟଣାସ୍ଥଳକୁ ଆସି ଦୁଇ ଆହତଙ୍କୁ ଶରଣକୂଳ ଏବଂ ପରେ ନୟାଗଡ ଡାକ୍ତରଖାନାକୁ ପଠାଇଥିଲା । ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବାବେଳେ ପୋଲିସ ଉପସ୍ଥିତିରେ ନୟାଗଡ ଡାକ୍ତରଖାନାରୁ ଆହତ ଡକାୟତକୁ ପରିବାର ଲୋକେ ଅଟୋରେ ନେଇଯାଇଛନ୍ତି । ନୟାଗଡ ଡାକ୍ତରଖାନାରେ ଆହତ ଡକାୟତ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ଯ ଗାଳିଗୁଲଜ କରିଥିଲା । ପୋଲିସ ୨ଟି ବାଇକ୍ ଜବତ କରିବା ସହ ଟଙ୍କା ବ୍ଯାଙ୍କ ଉଦ୍ଧାର କରିଥିବା ସୂଚନା ମିଳିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 6, 2025 December 6, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?