Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ପ୍ରାଥମିକ ଶିକ୍ଷକଙ୍କ ବଦଳି:ନୟାଗଡ଼ ଶିକ୍ଷା ବିଭାଗ ସହ ଯୋଡ଼ି ହେଲେ ନୂଆ ୨୬ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ

Published November 27, 2025 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ସ୍ତରରେ ବଡ଼ ଧରଣ ବଦଳି କରାଯାଇଛି । ରାଜ୍ୟ ସ୍ତରୀୟ ଟ୍ରାନ୍ସଫର କମିଟି (SLTC) ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଜୀବନସାଥୀ କିମ୍ବା ନାବାଳକ ଶିଶୁର ଅସୁସ୍ଥତା କାରଣ ଦର୍ଶାଇ, ସ୍ଥାନାନ୍ତର ହେବା ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତି ନେଇଛନ୍ତି। ତେବେ ପ୍ରଥମ ଫେଜ୍ ରେ ୩୬୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ଓଡ଼ିଶା ପ୍ରାଥମିକ ଶିକ୍ଷା ବିଭାଗର ଚିଠି ନଂ ୨୧୭୭୦ ରେ ପ୍ରକାଶ ପାଇଥିବା ବଦଳି ଅର୍ଡରରେ ନୟାଗଡ଼ ଜିଲାରୁ ଜଣେ ଶିକ୍ଷକଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନୟାଗଡ଼ ଜିଲ୍ଲାରେ ନିଯୁକ୍ତ କରାଯାଇଛି । ବଲାଙ୍ଗିର ର ସୁଭସ୍ମିତା ଦେଓ, ରୋଜାଲିନ ଦେବି, ପ୍ରିୟଦର୍ଶିନୀ ପଟ୍ଟନାୟକ, ବୌଦ୍ଧ ଜିଲ୍ଲାର ଗାୟତ୍ରୀ ସାହୁ, କବିତା ସାହୁ, କୈଳାସ ଚନ୍ଦ୍ର ସାହୁ, ଶୁଭଶ୍ରୀ ମହାପାତ୍ର, ସୁଜିତ୍ କୁମାର ମହାନ୍ତି ନୟାଗଡ଼ ଜିଲ୍ଲାରେ ନିଯୁକ୍ତ କରାଯାଇଛି । ସେହିପରି ଭାବେ ଗଞ୍ଜାମ ଜିଲ୍ଲାର ତପସ୍ୱିନୀ ଦାସ, ନିହାରିକା ପ୍ରଧାନ, ସୁଜାତା ସାମନ୍ତରାୟ, ସୁପ୍ରିୟା ସାମନ୍ତ ସିଂହାର, କଳାହାଣ୍ଡି ଜିଲ୍ଲାର ଅମିୟ ରଂଜନ ପ୍ରଧାନ, ସ୍ୱର୍ଣଲକ୍ଷ୍ମି ସ୍ଵାଇଁ, ବିଶ୍ବରଂଜନ ନାୟକ, ଜୟଶ୍ରୀ ଦାସ, ସସ୍ମିତା ନାୟକଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ନିତ୍ୟାନନ୍ଦ ମହାନ୍ତି, ମିତାଞ୍ଜଳି ପ୍ରଧାନ, ନିରଞ୍ଜନ ପାତ୍ର, ଭାଗବତ ପ୍ରଧାନ, ରାମପ୍ରସାଦ ପାଇକରାୟ, ମାଲକାନଗିରି ଜିଲ୍ଲାର ବିଦ୍ୟାଧର ସ୍ଵାଇଁ, ରାୟଗଡ଼ା ଜିଲ୍ଲାର ବିଜୟ କୁମାର ସାହୁ, ସଞ୍ଜୟ କୁମାର ରାଉତରାୟ ଓ ସ୍ୱାଗତିକା ପ୍ରଧାନଙ୍କୁ ନୟାଗଡ ଜିଲ୍ଲାରେ ନିଯୁକ୍ତ କରାଯାଇଛି ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିଥିବା ତଥ୍ୟରେ କେତେ ସତ୍ୟାସତ୍ୟ ରହିଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha November 27, 2025 November 27, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଶିକ୍ଷା ଓ ନିଯୁକ୍ତି

ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା

Odisha Lekha July 7, 2026
ଶିକ୍ଷା ଓ ନିଯୁକ୍ତି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ

Odisha Lekha March 21, 2026
ଶିକ୍ଷା ଓ ନିଯୁକ୍ତି

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

Odisha Lekha March 20, 2026
ଶିକ୍ଷା ଓ ନିଯୁକ୍ତି

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

Odisha Lekha February 7, 2026
ଶିକ୍ଷା ଓ ନିଯୁକ୍ତି

ଗାଇଡାନ୍ସ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ:ସଚେତନତା ମୂଳକ ନାଟକ ‘ମା ଓ ମମତା’ ମଞ୍ଚସ୍ଥ

Odisha Lekha February 2, 2026
ଶିକ୍ଷା ଓ ନିଯୁକ୍ତି

ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର:ସଂଘର୍ଷରୁ ସଫଳତାର କାହାଣୀ ବଖାଣିଲେ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ

Odisha Lekha February 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?