Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଅଷ୍ଟ୍ରେଲିଆ ବନାମ ଭାରତ T-20 ମ୍ୟାଚ୍: ୱାସିଂଟନ୍ ସୁନ୍ଦରଙ୍କ ଧୂଆଁଧାର ବ୍ୟାଟିଂରେ ଭାରତ ୫ୱିକେଟରେ ବିଜୟୀ

Published November 2, 2025 ଖେଳ
SHARE

ଓଡ଼ିଶା ଲେଖା ଅଫିସ୍: ଭାରତ ଆଜି ଦୁଇ ଦୁଇ ଟି ମ୍ୟାଚ୍ ଖେଳୁଛି । ପୁରୁଷ ବର୍ଗରେ ଭାରତ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିଥିବା ବେଳେ ଭାରତର ମହିଳା ଟିମ୍ ଆଜି ମହିଳା ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିଛି ।ଭାରତ ଟି-୨୦ର ୩ୟ ଦିବସ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ଟି ୱିକେଟ ହରାଇ ୧୮୬ରନ କରିଥିଲା । ଅଷ୍ଟ୍ରେଲିଆର ସର୍ବାଧିକ ରନ ଟିମ ଡେଭିଡ୍ ୫ଟି ଛକା ଓ ୮ଟି ଚୌକା ସହାୟତାରେ ୭୪ରନ୍ କରିଥିବା ବେଳେ ମାର୍କସ ଷ୍ଟନିକ୍ ୨ଟି ଛକା, ୮ଟି ଚୌକା ସହାୟତାରେ ୬୪ରନ୍ କରି ଭାରତ ଆଗରେ ୧୮୭ରନ ବିଜୟ ରଖିଥିଲା । ତେବେ ଭାରତ ପକ୍ଷରୁ ଆର୍ଷୀଦିପ ସିଂ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବରୁନ ଚକ୍ରବର୍ତ୍ତୀ ୨ଟି ୱିକେଟ୍ ଓ ଶିବମ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ । ତେବେ ଭାରତ ୧୮୭ରନ ବିଜୟ ଲକ୍ଷ ନେଇ ପଡ଼ିଆକୁ ପ୍ରବେଶ କରିଥିଲା ।

ଭାରତର ୱାସିଂଟନ୍ ସୁନ୍ଦର ଅଷ୍ଟ୍ରେଲିଆ ବୋଲରଙ୍କୁ ଧୁଆଁଧାର ବ୍ୟାଟିଂ କରି କଡ଼ା ଜବାବ୍ ଦେଇଥିଲେ । ଭାରତ ଏହି ମ୍ୟାଚକୁ ୫ ୱିକେଟ୍ ରେ ବିଜୟୀ ଲାଭ କରିଛି । ଭାରତ ପକ୍ଷରୁ ୱାସିଂଟନ୍ ସୁନ୍ଦର ୨୩ଟି ବଲ୍ ସମ୍ମୁଖୀନ ହୋଇ ୪ଟି ଛକା ଓ ୩ଟି ଚୌକା ସହାୟତାରେ ୪୯ରନ କରି ଅପରାଜିତ ଥିବା ବେଳେ ତିଲକ ବର୍ମା ୨୯ରନ, ଅଭିଷେକ ଶର୍ମା ୨୫, ସୂର୍ଯ୍ୟକୁମାର ଯାଦବ ୨୪ରନ ଜିତେସ୍ ଶର୍ମା ୨୨, ଅକ୍ଷର ପଟେଲ ୧୭ ଓ ଶୁଭମ୍ ଗିଲ୍ ୧୫ରନ କରି ଭାରତକୁ ନିର୍ଦ୍ଧାରିତ ଓଭର ପୁର୍ବରୁ ବିଜୟୀ କରିଥିଲେ । ଆଜିର ଏହି ମ୍ୟାଚ୍ ର ଆର୍ଷିଦିପ ସିଂ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇ ଟ୍ରଫି ଗ୍ରହଣ କରିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 2, 2025 November 2, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଖେଳ

ଜାତୀୟ କ୍ରୀଡ଼ା ଦିବସ: ନୟାଗଡ଼ରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

Odisha Lekha August 28, 2026
ଖେଳ

ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬:୧୫ରେ ଗ୍ରାଣ୍ଟ ଫାଇନାଲ

Odisha Lekha June 14, 2026
ଖେଳ

ଟି-୨୦ ବିଶ୍ୱକପ୍:୭ରନରେ ଭାରତ ବିଜୟୀ:ମାର୍ଚ୍ଚ ୮ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍: ମୁହାଁମୁହିଁ ହେବେ ଭାରତ ଓ ନ୍ୟୁିଜଲାଣ୍ଡ

Odisha Lekha March 5, 2026
ଖେଳ

ଟି-୨୦ ବିଶ୍ୱକପ୍:ଇଡେନ୍ ଗାର୍ଡେନରେ ମହାଲଢେଇ:୫ୱିକେଟ୍ ଭାରତ ବିଜୟୀ

Odisha Lekha March 2, 2026
ଖେଳ

ଟି-୨୦ ବିଶ୍ୱକପ୍: ଭାରତ ବନାମ ପାକିସ୍ତାନ: ୬୧ରନରେ ଭାରତ ବିଜୟୀ

Odisha Lekha February 15, 2026
ଖେଳ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍:୪-୧ ରେ ସିରିଜ୍ ହାତେଇଲା ଭାରତ: ଇଶାନ୍ କିଶାନଙ୍କ ପ୍ରଥମ ଟି-୨୦ ଶତକ, ଆର୍ଶିଦିପ ସିଂହଙ୍କ ଘାତକ ବୋଲିଂ

Odisha Lekha February 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?