Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଆଇଆଇସି ସ୍ତରରେ ବଡ଼ ବଦଳି:ଟାଉନ ଥାନାର ନୂଆ ଆଇଆଇସି ପୁଣି ରଶ୍ମିରଂଜନ

Published September 18, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା ): ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ବଡ଼ ସୂଚନା । ଆଇଆଇସି ସ୍ତରରେ ବଡ଼ ବଦଳି ହୋଇଛି । ନୟାଗଡ଼ ଟାଉନ ଥାନାକୁ ନୂତନ ଆଇଆଇସି ନିଯୁକ୍ତ କରାଯାଇଛି । ତେବେ ପୁଣି ଜଣେ ରଶ୍ମିରଂଜନ ଟାଉନ ଥାନାର ନୂତନ ଦାୟୀତ୍ୱ ନେବାକୁ ଯାଉଥିବା ସୂଚନା ମିଳିଛି । ନୟାଗଡ଼ ଟାଉନ ଥାନାରେ ପୂର୍ବରୁ ରଶ୍ମିରଂଜନ ମହାପାତ୍ର ଆଇଆଇସି ଭାବେ କାର୍ଯ୍ୟ କରି ନୟାଗଡ଼ ସହର ବାସୀଙ୍କ ହୃଦୟ ଜିଣିନେଇଥିଲେ । ପ୍ରଶଂସାର ପାତ୍ର ପାଲଟିଯାଛନ୍ତି । ଶ୍ରୀ ମହାପାତ୍ର ପଦୋନ୍ନତି ହେବା ପରେ ତାଙ୍କୁ ତାଳଚେର ଏସ୍ଡ଼ିପିଓ ଭାବେ ବଦଳି ହୋଇଥିବା ବେଳେ ନୟାଗଡ଼ ଟାଉନ ଥାନାର ଦାୟୀତ୍ୱ ବିଜୟା ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ମୁଖ୍ୟାଳୟର ସୂଚନା ଅନୁସାରେ ନୂତନ ଭାବେ ନୟାଗଡ଼ ଜିଲ୍ଲାର ନିଯୁକ୍ତ ହୋଇଥିବା ରଶ୍ମିରଂଜନ ପ୍ରଧାନଙ୍କୁ ନୟାଗଡ଼ ଟାଉନ ଥାନାର ଦାୟୀତ୍ୱ ଦିଆଯାଇଛି । ସେହିପରି ଦଶପଲ୍ଲା ଥାନା ଅଧିକାରୀ ଥିବା ଅନିତା ସାହୁଙ୍କ ନାମରେ ଗଣ୍ଡା ଗଣ୍ଡା ଅଭିଯୋଗ ଥିବା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଫେରାଇ ଆଣିବାଥିବା ବେଳେ ଵାଣିଗୋଚ୍ଛା ଥାନା ଅଧିକାରୀ ଓଆଇସି ବିନୟ ରଞ୍ଜନ ପରିଡ଼ାଙ୍କୁ ଦଶପଲ୍ଲା ଥାନାର ଦାୟୀତ୍ୱ ଦିଆଯାଇଛି ।

ସେହିପରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କୁ ଵାଣିଗୋଚ୍ଛା ଥାନାର ଦାୟୀତ୍ୱ ଦିଆଯାଇଥିବା ବେଳେ ଶରଣକୁଳ ଥାନାର ଆଇଆଇସି ପରମାନନ୍ଦ ଦଳାଇଙ୍କୁ ପୋଲିସ ମୁଖ୍ୟାଳୟକୁ ଫେରାଇ ଅଣାଯାଇଛି । ଶରଣକୁଳ ଥାନାର ଦାୟୀତ୍ୱ ଆଇଆଇସି ସୁଜିତ କୁମାର ଦାସଙ୍କୁ ନିଯୁକ୍ତ କରାଯାଇଛି । ଏବଂ ଟାଉନ ଥାନାରେ କାର୍ଯ୍ୟରତ ଥିବା ବିଜୟା ସାହୁଙ୍କର ପୂର୍ବରୁ ବୁର୍ଲାକୁ ବଦଳି ହୋଇଥିଲା, ତେଣୁ ପବିତ୍ର ବିଶ୍ୱକର୍ମା ପୂଜାରେ ତାଙ୍କୁ ନୟାଗଡ଼ ଜିଲ୍ଲା ପୋଲିସରୁ ରିଲିଭି କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ର ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 18, 2025 September 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?