ଆପଣ ଜଣେ Social Media Creator କି? ଆପଣଙ୍କ ସଫଳତା ପଛରେ ରହିଛି କି ସଂଘର୍ଷ, ଅସଫଳତା, ଅପମାନ, ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମର ଏକ ପ୍ରେରଣାଦାୟକ କାହାଣୀ?ତେବେ ଆଉ ଡେରି କାହିଁକି? ଆପଣଙ୍କ କାହାଣୀକୁ ଆମ ପାଖକୁ ପଠାନ୍ତୁ। ଆଜି ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ସେଠାରେ ପହଞ୍ଚିବା ପାଇଁ ହୁଏତ ଅନେକ କଷ୍ଟ ସହିଛନ୍ତି। ଆପଣଙ୍କ ସେହି ସଂଘର୍ଷର କାହାଣୀ ଆସନ୍ତାକାଲି ଅନ୍ୟ କାହା ପାଇଁ ପ୍ରେରଣାର ଆଲୋକ ହୋଇପାରେ। ‘ଓଡ଼ିଶା ଲେଖା’ ଆଣୁଛି ଏକ ନୂଆ ପ୍ରୟାସ। ଆପଣଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ସର୍ବାଧିକ ୧୫୦୦ ଶବ୍ଦ ମଧ୍ୟରେ ଲେଖି ଆମକୁ ପଠାନ୍ତୁ। ଆପଣଙ୍କ ଅନୁଭୂତି, ଅନୁଭବ ଓ ସଫଳତାର ଯାତ୍ରାକୁ ଆମେ ନୂଆ ପିଢ଼ିଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିବୁ। ଆସନ୍ତୁ, ନିଜ ସଂଘର୍ଷକୁ ଶବ୍ଦର ରୂପ ଦେବା ଏବଂ ଅନ୍ୟମାନଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେବା। ଆପଣଙ୍କ ସଂଘର୍ଷ ହିଁ ଅନ୍ୟ କାହାରି ସଫଳତାର ପ୍ରଥମ ପାହାଚ ହୋଇପାରେ! 📞 ଯୋଗାଯୋଗ କରନ୍ତୁ:☎️ 9692570528 / 9178612108📧 Email: odishalekha@gmail.com🌐 Website: www.odishalekha.com
ସଂପାଦକ, ଓଡ଼ିଶା ଲେଖା

