ନୟାଗଡ଼, (ଓଡ଼ିଶା ଲେଖା): ଆଗକୁ ଆସୁଛି ପାର୍ବଣ ଋତୁ। ଏହି ଅବସରରେ ପାଠକ, ପାଠିକା, ଶୁଭେଚ୍ଛୁ, ବୁଦ୍ଧିଜୀବୀ ଓ ଯୁବ ଛାତ୍ରଛାତ୍ରୀଙ୍କୁ ନେଇ ‘ଓଡ଼ିଶା ଲେଖା’ ଡିଜିଟାଲ ମିଡିଆ ପରିବାର ପକ୍ଷରୁ ଆୟୋଜିତ ହେଉଛି ‘ପୂଜା ଧମାକା ଲକି ଡ୍ର’।ଏହି ଲକି ଡ୍ରରେ ସାମିଲ ହେବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ‘ଓଡ଼ିଶା ଲେଖା’ ୱେବସାଇଟ୍କୁ ସସସ୍କ୍ରାଇବ୍, ଫେସବୁକ୍ ପେଜ୍କୁ ଫଲୋ କରିବା ସହ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରିବେ। ଏଥିସହ ଲାଇକ୍ ଓ ସେୟାର କରି ଏହି ତିନୋଟି ପ୍ଲାଟଫର୍ମର ସ୍କ୍ରିନସଟ୍ ସହ ନିଜର ସମ୍ପୂର୍ଣ୍ଣ ନାମ ଓ ଠିକଣା ‘ଓଡ଼ିଶା ଲେଖା’ ପକ୍ଷରୁ ଦିଆଯାଇଥିବା WhatsApp ନମ୍ବର 9692570528 କିମ୍ଵା 9178612108କୁ ପଠାଇପାରିବେ। ସସସ୍କ୍ରାଇବ୍, ଫଲୋ, ଲାଇକ୍ ଓ ସେୟାର କରିବା ସହ ସମ୍ପୂର୍ଣ୍ଣ ନାମ ଓ ଠିକଣା ପଠାଇଥିବା ଅଂଶଗ୍ରହଣକାରୀଙ୍କୁ ଲକି ଡ୍ରରେ ସାମିଲ କରାଯିବ। ଅକ୍ଟୋବର ୨୫ ତାରିଖ ରାତି ୧୦ଟା ମଧ୍ୟରେ ନିଜର ତଥ୍ୟ ଓ ସ୍କ୍ରିନସଟ୍ ପଠାଇବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ପରେ ନଭେମ୍ବର ୧ ତାରିଖ, ରବିବାର ଦିନ ଭିଡିଓ କନ୍ଫରେନ୍ସ (VC) ମାଧ୍ୟମରେ ସମସ୍ତଙ୍କ ସମ୍ମୁଖରେ ଲକି ଡ୍ର ଅନୁଷ୍ଠିତ ହେବ।ଏହି ଲକି ଡ୍ରରେ ମୋଟ ୩୦ଟି ପୁରସ୍କାର ରହିଥିବା ବେଳେ ୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ବିଜେତାମାନଙ୍କ ଠିକଣାକୁ ପୁରସ୍କାର ପଠାଇବାର ବ୍ୟବସ୍ଥା ‘ଓଡ଼ିଶା ଲେଖା’ ପରିବାର ପକ୍ଷରୁ କରାଯିବ।ପାର୍ବଣର ଖୁସିକୁ ଦ୍ୱିଗୁଣିତ କରିବା ସହ ଡିଜିଟାଲ ପାଠକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଏହି ‘ପୂଜା ଧମାକା ଲକି ଡ୍ର’ ଆୟୋଜନ କରାଯାଉଥିବା ‘ଓଡ଼ିଶା ଲେଖା’ ପରିବାର ପକ୍ଷରୁ କୁହାଯାଇଛି। ଆମ ୱେବ ସାଇଟ www.odishalekha.com

