ଆମ ପାଇଁ ବଡ଼ ଆମ ନୟାଗଡ଼, ଆମ ନୟାଗଡ଼ର ପରିଚୟ , ଆମ ସମ୍ମାନ ଓ ଆମ ମାଟିର ଗର୍ବ ଗୌରବ ଓଡ଼ିଶାର ରତ୍ନ ମହାନ ବ୍ୟକ୍ତି କବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ, ଖୁବ୍ କମ୍ ଦିନ ଭିତର ପାଠକଙ୍କ ଆଦୃତ ଲାଭ କରିଥିବା ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଶା ଲେଖା’ ପରିବାର ତରଫରୁ ଜନସାଧାରଣଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।


