ଜିଲ୍ଲାପାଳଙ୍କ ହସ୍ତରେ ହେଲା ସଂକ୍ଷିପ୍ତ ଭାଗବତ ଲୋକାର୍ପଣ
ନୟାଗଡ଼, (ଓଡ଼ିଶା ଲେଖା): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ…
ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବ…
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା:ସକାଳ ସାଢ଼େ ଆଠ ପର୍ଯ୍ୟନ୍ତ ଲାଗିନଥିଲା ଡ୍ୟୁଟି ଚାର୍ଟ:ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଆଜି ସକାଳ ସାଢ଼େ ଆଠ…
ବିଶ୍ୱ ପର୍ଯ୍ୟଟନ ଦିବସରେ ନୟାଗଡ଼ରେ ମାରାଥନ, ବିଜୟୀଙ୍କୁ ପୁରସ୍କୃତ
ନୟାଗଡ଼, (ଓଡ଼ିଶା ଲେଖା): ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ନୟାଗଡ଼ରେ ଏକ ମାରାଥନ୍ ଦୌଡ଼ ଆୟୋଜିତ…
ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ପଞ୍ଚାୟତର ବରକୋଳି ପାଟଣା ଗ୍ରାମବାସୀମାନେ ନିଜର…
କିଶୋରପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ବାଇକ ଚାଳକ ମୃତ, ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଶନିବାର ସନ୍ଧ୍ୟାରେ…
ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ
ନୟାଗଡ଼, (ଓଡ଼ିଶା ଲେଖା): ଚାହା କରି ପିଇବାକୁ ନେଇ ଛାତ୍ରମାନଙ୍କୁ ହଷ୍ଟେଲ ସୂପରିଟେଣ୍ଡେଣ୍ଟ ମାଡ଼ ମାରିଥିବା…
କଂଗ୍ରେସରେ ଯୋଗଦେଲେ ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ କାହ୍ନା: ସାମ୍ବାଦିକ ସମ୍ମିଳନୀରେ ଉଠାଇଲେ ବିଭିନ୍ନ ଜନସମସ୍ୟା
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଦଶପଲ୍ଲା ନିର୍ବାଚନମଣ୍ଡଳୀର ପୂର୍ବତନ…
ସିଂହନାଥ ପୀଠରେ କବି ପ୍ରଭାକର ଓ ସତ୍ୟାନାଶଙ୍କ ଜନ୍ମୋତ୍ସବ:ପୁସ୍ତକ ଉନ୍ମୋଚନ ଓ କବି ସମ୍ମିଳନୀ
ବଡ଼ମ୍ବା, (ଓଡ଼ିଶା ଲେଖା): କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ପୀଠରେ କବି ପ୍ରଭାକର ଓ ବ୍ୟଙ୍ଗ…
ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର
ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବଦଳି ଓ ପଦସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ବିଜ୍ଞପ୍ତିରେ ମୋଟ ୩୩ ଜଣ ବିଇଓଙ୍କ ବଦଳି ଏବଂ ପଦବୀ ବଳବତ୍ତର ସମ୍ପର୍କିତ ଆଦେଶ ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ, ନୟାଗଡ଼ ବିଇଓ ମୁନରାଣୀ ମହାନ୍ତିଙ୍କୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଇଓ ଭାବେ ବଦଳି କରାଯାଇଛି। ସେହିପରି ଖଣ୍ଡପଡ଼ା ବିଇଓ ଭାବେ କାର୍ଯ୍ୟରତ ଅମୃତା ସାହୁଙ୍କୁ ନୟାଗଡ଼ ବିଇଓ ଭାବେ ପଦସ୍ଥାପନ କରାଯାଇଛି। ଏଥିସହ ଖଣ୍ଡପଡ଼ା ବିଇଓ ପଦରେ ତାଙ୍କ ପୂର୍ବ ପଦସ୍ଥାପନ ସମ୍ପର୍କିତ ଆଦେଶକୁ ବାତିଲ କରାଯାଇଛି।ଅନ୍ୟପକ୍ଷରେ, ଦଶପଲ୍ଲା ବିଇଓ ଭାବେ କାର୍ଯ୍ୟରତ ଭକ୍ତି ବିନୋଦ ସାଲାଙ୍କୁ ସେହି ପଦରେ ହିଁ ଜାରି ରଖିବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ନୂତନ ବଦଳି ଓ ପଦସ୍ଥାପନ ଆଦେଶ ପରେ ନୟାଗଡ଼ ଜିଲ୍ଲାର ଶିକ୍ଷା ପ୍ରଶାସନରେ ଦାୟିତ୍ୱରେ ପରିବର୍ତ୍ତନ ଆସିଛି। ନୂତନ ଭାବେ ଦାୟିତ୍ୱ ନେବାକୁ ଥିବା ଅଧିକାରୀଙ୍କ କାର୍ଯ୍ୟକାଳରେ ଜିଲ୍ଲାର ଶିକ୍ଷା ପ୍ରଶାସନ କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ନଜର ରହିଛି।
