ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ:ସ୍ୱଚ୍ଛତା ହଁ ସେବା
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ସହଯୋଗ…
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼, (ଓଡ଼ିଶା ଲେଖା): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ତ୍ରିନାଥ ଛକ ନିକଟରେ…
ଅନୁସୂଚିତ ଜନଜାତି ଗ୍ରାମ ବିକାଶରେ ମାଧ୍ୟମ ସାଜିବ”ଆଦି କର୍ମଯୋଗୀ ଅଭିଯାନ”
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଓସାନ ସମ୍ମିଳନୀ ଗୃହରେ ଆଦି…
ଶାରଦୀୟ ଦୁର୍ଗାପୂଜାରେ ଭିଜୁଛି ଓଡ଼ିଶା
ଓଡ଼ିଶା ଲେଖା ଅଫିସ: ଭିଜୁଛି ଓଡ଼ିଶା । ଶାରଦୀୟ ଦୁର୍ଗାପୂଜାରେ ବେହାଲ ବର୍ଷା ରାତି ୨ଟା…
ଏସଆଇ ପରୀକ୍ଷାରେ ଜାଲିଆତି: କ୍ରାଇମ ବ୍ରାଞ୍ଚ ଚଢ଼ାଉ,୧୨୨ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ
ଓଡ଼ିଶା ଲେଖା ଅଫିସ: ଚଳିତ ବର୍ଷର ବଡ଼ ଧମାକା। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଏସ୍ଆଇ…
ନିଖୋଜ ଛାତ୍ର ବାଦଲ ଦିଲ୍ଲୀରୁ ଉଦ୍ଧାର
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ…
ବିଜେଡ଼ି ନେତ୍ରୀ ଇରାନୀଙ୍କ ସାମ୍ବାଦିକ ସମ୍ମିଳନୀ:ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ଧୋଇଲେ ଇରାନୀ, ଶୋଇଥିବା ବାଘ ଦୁର୍ବଳ ନୁହେଁ !
ନୟାଗଡ଼, (ଓଡ଼ିଶା ଲେଖା): ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟୁଷାଙ୍କୁ ସିଧା ନିଶାନା କରିଛନ୍ତି ଇରାନୀ। ଶାନ୍ତ ସହରରକୁ…
ଓଡ଼ଗାଁ ଗୋଡ଼ିପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୩ ମୃତ
ନୟାଗଡ଼, (ଓଡ଼ିଶା ଲେଖା): ଗୋଡ଼ିପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତ ହୋଇଛି। ମୃତକଙ୍କ…
କେନ୍ଦ୍ରକୁ ଗଲେ ଦୁଇ ଆଇଏଏସ ଅଫିସର
ଓଡ଼ିଶା ଲେଖା ଅଫିସ: କେନ୍ଦ୍ରକୁ ଗଲେ ଦୁଇ ଆଇଏଏସ ଅଫିସର । ପୂର୍ବରୁ କିଛି ଆଇଏଏସ…
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓଡ଼ିଆ ପୁଅ
ଓଡ଼ିଶା ଲେଖା ଅଫିସ: ରିଜର୍ଭ ବ୍ୟାଙ୍କରେ ପୁଣି ଜଣେ ଓଡ଼ିଆ ପୁଅକୁ ନିଯୁକ୍ତି ମିଳିଛି। ଭାରତୀୟ…
