Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସାମ୍ବାଦିକ ସମ୍ମିଳନୀ:ଓକିଲ ସଂଘ ନରସିଂହପୁର ବନାମ ବାର ଆସୋସିଏସନ୍ ନରସିଂହପୁର

Published October 22, 2025 ସ୍ୱତନ୍ତ୍ର ଖବର
SHARE

ନରସିଂହପୁର, (ଓଡ଼ିଶା ଲେଖା): ଓଡିଶା ରାଜ୍ୟ ଆଇନ ପରିଷଦ ଦ୍ଵାରା ଅନୁ ବନ୍ଧିତ ହୋଇଥିବା ନରସିଂହପୁର ଓକିଲ ସଂଘକୁ ଆଉ ଦଳେ ବ୍ୟକ୍ତି ଓକିଲ ସଂଘ ନରସିଂହପୁର ନାମରେ ଭ୍ରମିତ କରୁଥିବାରୁ ନରସିଂହପୁର ଓକିଲ ସଂଘରେ ବିବାଦ ସୃଷ୍ଟି ହୋଇଛି ।  ବାସ୍ତବରେ ୧୯୯୨ ମସିହାରେ ସଂଘ ଆଇନ ୧୮୬୦ ଅନୁଯାୟୀ ନରସିଂହପୁର ଓକିଲ ସଙ୍ଘ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଅଛି କିନ୍ତୁ ଗତ କିଛି ବର୍ଷ ଧରି ବାର ଆସୋସିଏଶନ ନରସିଂହପୁର ନାମରେ ସମସ୍ତ ପ୍ରକାର ଚିଠି ପତ୍ର ଓ ସରକାରୀ କାର୍ଯ୍ୟାଳୟ ମାନଙ୍କ ପତ୍ର ବିନମୟ କରି ଭ୍ରମିତ କରାଯାଉଥିବାରୁ ୧୬ ଜଣ ଓକିଲ ଏହି ସଂଘ ରୁ ଇସ୍ତଫା ଦେଇ ମୂଳ ସଂଘ ନରସିଂହପୁର ଓକିଲ ସଂଘ ରେ ସାମିଲ ହୋଇ କର୍ମ କର୍ତ୍ତା ଚୟନ କରିବା ସହ ବିଭିନ୍ନ କାର୍ଯ୍ୟକଳାପ କରି ଆସୁଛନ୍ତି ।

ନରସିଂହପୁର ଓକିଲ ସଂଘର ସଭାପତି ସରୋଜ କୁମାର ସାହୁ ସମ୍ପାଦକ ଅମୀୟ କୁମାର ପଣ୍ଡା ଏକ ସାମ୍ବାଦିକ ସମିଳନୀରେ ନିଜର ପକ୍ଷ ରଖି ବାର ଆସୋସିଏଶନ ନରସିଂହପୁରକୁ ନିନ୍ଦା କରିଥିଲେ ବାର ଆସୋସିଏଶନ ନରସିଂହପୁର ଏକ ବୃତ ସଂଘ ଏହାର କୌଣସି ସରକାରୀ ପଞ୍ଜିକରଣ ହୋଇ ନାହିଁ ବାର ଆସୋସିଏଶନ ନରସିଂହପୁର ନାମରେ କୌଣସି ଓକିଲ ସଂଘ ନରସିଂହପୁର ରେ ନାହିଁ ବୋଲି ସଭାପତି ସରୋଜ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 22, 2025 October 22, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?