ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ନିସିନ୍/ନୂଆଦିଲ୍ଲୀ, (ଓଡ଼ିଶା ଲେଖା): ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଫାଇନାଲରେ ପାକିସ୍ତାନକୁ ୧୯ ରନ୍ରେ…
ପୋଖରୀରେ ବୁଡ଼ି ନାବାଳିକା ମୃତ:ଗାଁରେ ଶୋକାକୁଳ ପରିସ୍ଥିତି
ବଡ଼ମ୍ବା/ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରତାପାଟ ଗ୍ରାମରେ ଏକ ଅଭାବନୀୟ…
୨୦ ବର୍ଷର ସେବା ପରେ ଅବସର, ଗାଁରେ ଗିରିଶଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମର କୃତୀ ସନ୍ତାନ…
ଇଟାମାଟିରେ ରକ୍ତଦାନ ଶିବିର:୩୧ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼, (ଓଡ଼ିଶା ଲେଖା): ଗାନ୍ଧୀ ଜୟନ୍ତୀ ଅବସରରେ ଇଟାମାଟିଠାରେ ‘Give Blood Save Life’ ଏବଂ…
‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ ଅଭିଯାନ:୨ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’
ଗଞ୍ଜାମ, (ଓଡ଼ିଶା ଲେଖା): ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ‘ଗଣତନ୍ତ୍ର ବଞ୍ଚାଅ…
ମହାନ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୬ତମ ଜୟନ୍ତୀ ଉତ୍ସବ
ଭଞ୍ଜନଗର, (ଓଡ଼ିଶା ଲେଖା): ଭଞ୍ଜନଗର ନିକଟସ୍ଥ ତନରଡାସ୍ଥିତ ଶ୍ରୀବତ୍ସ ଗୋରକ୍ଷାଶ୍ରମରେ ମହାନ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ…
ଘୁମୁସର ମାଟିରେ ‘ରେଡ଼ିଓ ଆଇନା ଘୁମୁସର’ ଷ୍ଟେସନ ନିର୍ମାଣ:ଲୋକକଳା, ସାହିତ୍ୟ ଓ ପ୍ରତିଭାକୁ ମିଳୁଛି ନୂଆ ମଞ୍ଚ
ଭଞ୍ଜନଗର, (ଓଡ଼ିଶା ଲେଖା): ଏକଦା ଘରେ ଘରେ ଲୋକଙ୍କ ଆମୋଦପ୍ରମୋଦ ଓ ସୂଚନାର ପ୍ରମୁଖ ମାଧ୍ୟମ…
ବରିଷ୍ଠ ନାଗରିକ କେନ୍ଦ୍ରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ
ନୟାଗଡ଼, (ଓଡ଼ିଶା ଲେଖା): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ ନୟାଗଡ଼ ଖଣ୍ଡପଡ଼ା…
ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ସ୍ୱଚ୍ଛ ଭାରତ ଦିବସ ପାଳିତ:ସ୍ୱଚ୍ଛ ନୟାଗଡ଼ ଓ ନଶାମୁକ୍ତ ସମାଜ ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ…
୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା
ନୟାଗଡ଼, (ଓଡ଼ିଶା ଲେଖା): ଅକ୍ଟୋବର ୮ରେ ପ୍ରସ୍ତାବିତ ଓଡ଼ିଶା ବନ୍ଦକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା…
