Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଏସଆଇ ସ୍ତରରେ ପଦୋନ୍ନତି:ରାଜ୍ୟର ୪୨୭ ଜଣଙ୍କୁ ଆଇଆଇସି ସ୍ତରକୁ ପଦୋନ୍ନତି, ନୟାଗଡ଼ ଜିଲ୍ଲାର ୧୧ଜଣଙ୍କୁ ପଦୋନ୍ନତି

Published October 11, 2025 ରାଜ୍ୟ ଖବର
SHARE

ଓଡ଼ିଶା ଲେଖା ଅଫିସ୍: ରାଜ୍ୟ ସରକାର ଏସଆଇ ସ୍ତରରେ ବଡ଼ ପଦୋନ୍ନତି କରିଥିବା ଜଣାପଡ଼ିଛି । ରାଜ୍ୟରେ ଏକା ବେଳେ ୪୨୭ଜଣଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ମିଳିଛି । ରଜ୍ୟରେ ପୋଲିସ ସ୍ତରରେ ସ୍ଵତନ୍ତ୍ର ବୋର୍ଡ଼ ବୈଠକ ବସିଥିଲା । ଯେଉଁଥିରେ କି ଏକା ଥରକେ ଏସଆଇରୁ ପଦୋନ୍ନତି ଦିଆଯାଇ ଆଇଆଇସି କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଶୁକ୍ରବାର ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପୋଲିସ ମୁଖ୍ୟାଳୟର ସ୍ଵତନ୍ତ୍ର ବୈଠକ ବସିଥିଲା । ଉକ୍ତ ବୈଠକ ରାଜ୍ୟରେ କାର୍ଯ୍ୟରତ ୪୨୭ ଜଣ ଏସଆଇଙ୍କୁ ପଦୋନ୍ନତି ଦିଆଯାଇ ଆଇଆଇସି କରାଯାଇଛି । ତେବେ ରାଜ୍ୟର ୪୨୭ଜଣଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ଜଣ ଏସଆଇଙ୍କୁ ପଦୋନ୍ନତି ଦିଆଯାଇ ଆଇଆଇସି କରାଯାଇଛି । ଏସଆଇରୁ ଆଇଆଇସି ହୋଇଥିବା ଏସଆଇ ମାନେ ହେଲେ  କେନ୍ଦ୍ରୀୟ ସତନ୍ତ୍ର ବୈଠକର  ୮୯ ନଂ ରେ ଥିବା ଏସଆଇ ସଞ୍ଜୟ କୁମାର ପରିଡ଼ା, ୧୦୬ନଂରେ ଶିବ ରଞ୍ଜନ ସିଂହା, ୨୫୦ନଂରେ ଥିବା ପ୍ରିତିପ୍ରକାଶ ମହାନ୍ତି, ୨୬୦ନଂ ରେ ଥିବା ଶ୍ରଦ୍ଧା ନାୟକ, ୨୮୯ ନଂ ରେ ଥିବା ସ୍ନେହଲତା ପ୍ରଧାନ, ୩୨୯ ନଂ ରେ ଥିବା ସନ୍ତୋଷ କୁମାର ଦାସ, ୩୫୫ ନଂ ରେ ଥିବା ବିନୟ ରଞ୍ଜନ ପରିଡ଼ା, ୪୧୭ ନଂ ରେ ଥିବା କୃତିବାସ ହରିଚନ୍ଦନ, ୪୨୧ ନଂ ରେ ଥିବା ଗୋପବନ୍ଧୁ ମଲ୍ଲିକ, ୫୪୨ ନଂ ରେ ଥିବା ବିରଞ୍ଚି ନାରାୟଣ ଅମ୍ମାତ ଓ ୫୫୮ ନଂ ରେ ଥିବା ଏସଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଆଇଆଇସି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏହି ପଦୋନ୍ନତି ଫଳରେ ବିଭିନ୍ନ ମହଲରୁ କାର୍ଯ୍ୟରତ ଏସଆଇ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 11, 2025 October 11, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?