Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୟସ୍କା ଦମ୍ପତ୍ତି: ୫ପୁଅ ଥାଇ ପେଟକୁ ମିଳୁନି ଆହାର

Published October 9, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ୫ପୁଅ ଥାଇ ପେଟକୁ ମିଳୁନି ଆହାର । ଦେଉଛନ୍ତି ଅନେକ ନିର୍ଯ୍ୟାତନା । ସହିବା ଅସହ୍ୟ ହେବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଗୁହାରୀ ଜଣାଇଛନ୍ତି ବୟସ୍କା ଦମ୍ପତ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଓଡ଼ଗାଁ ଥାନା ଅଞ୍ଚଳରୁ । ନୟାଗଡ ଜିଲ୍ଲା ଓଡଗାଁ ଥାନା ଲିଙ୍ଗରାଜପ୍ରସାଦ ଗ୍ରାମର ଇନ୍ଦ୍ରମଣି ସିଂ ଏବଂ ତାଙ୍କ ସ୍ତ୍ରୀ ଆଜି ଜିଲ୍ଲାପାଳଙ୍କ ନିକଟରେ ୫ପୁଅଙ୍କ ନାମରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଇନ୍ଦ୍ରମଣିଙ୍କ ୫ପୁଅ ସମସ୍ତେ ନିଜ ପରିବାର ସହ ଭଲରେ ଚଳୁଛନ୍ତି ।

ବାପାମାଙ୍କୁ ପୁଅମାନେ ପାଳିକରି ଖାଇବାକୁ ଦେଉଥିଲେ । ଜମିବାଡି ବିବାଦକୁ କେନ୍ଦ୍ରକରି ଗାଁରେ ଏକ ଗୋଷ୍ଠି କନ୍ଦଳ ହୋଇଥିଲା , ଯେଉଁଥିରେ ଇନ୍ଦ୍ରମଣୀଙ୍କ ପୁଅ ସାମିଲ ଥିବାରୁ ଗାଁ ସଭା ସମୟରେ ଇନ୍ଦ୍ରମଣି ସତକଥା କହିଦେଇଥିଲେ । ଯାହାକୁ ନେଇ ପୁଅମାନେ ବାପାଙ୍କୁ ପାଟିତୁଣ୍ଡ କରିଥିଲେ । ଏହାସହିତ ପୁଅମାନେ ଝିଅ ସହିତ ସମ୍ପର୍କ ରଖିବାକୁ ବାପାଙ୍କୁ ମନା କରିଥିଲେ । ଇନ୍ଦ୍ରମଣି କିନ୍ତୁ ଝିଅ ଘରକୁ ଯିବାରୁ ପୁଅମାନେ ବାପାଙ୍କୁ ନିର୍ଯ୍ୟାତନା ଦେବା ସହ ଖାଇବାକୁ ଦେବା ବନ୍ଦ କରିଦେଇଥିଲେ । କେବଳ ସାନପୁଅ ଇନ୍ଦ୍ରମଣୀଙ୍କ ସେବା କରୁଥିବାବେଳେ ଅନ୍ୟମାନେ ପଚାରୁନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଇନ୍ଦ୍ରମଣି ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଆସିବା ପରେ ପୋଲିସ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଦେଇଥିଲା । ଇନ୍ଦ୍ରମଣି ଏବଂ ତାଙ୍କ ସ୍ତ୍ରୀ ଆଜି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ଘଟଣାରେ ପରିବାର କୋର୍ଟରେ କେଶ୍ କରି ପିଲାମାନଙ୍କୁ ଡାକି ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିଶିଘ୍ର ପରିବାର କୋର୍ଟରେ ଏହାର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଜନ୍ମ କଲା ବାପା ମାଆଙ୍କୁ ଯେଉଁ ପୁଅ ବୋହୂ ମାନେ ନିର୍ଯ୍ୟାତନା ଦେଉଛନ୍ତି କିମ୍ବା ବିଭିନ୍ନ ଅସୁବିଧାରେ ପକାଉଛନ୍ତି, ସେହି ବୟସ୍କା ବାପା ମାଆ ମାନେ ଆଇନର ଆଶ୍ରୟ ନିଅନ୍ତୁ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 9, 2025 October 9, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?