Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଅନୁସୂଚିତ ଜନଜାତି ଗ୍ରାମ ବିକାଶରେ ମାଧ୍ୟମ ସାଜିବ”ଆଦି କର୍ମଯୋଗୀ ଅଭିଯାନ”

Published October 2, 2025 ରାଜ୍ୟ ଖବର
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଓସାନ ସମ୍ମିଳନୀ ଗୃହରେ ଆଦି କର୍ମଯୋଗୀ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯାନରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ’ଆଦି କର୍ମଯୋଗୀ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଦି କର୍ମଯୋଗୀ ଅଭିଯାନ ଏକ ଯୋଜନା ନୁହେଁ, ଏକ ପ୍ରୟାସ ଯାହାର ବିକଶିତ ଭାରତ ଗଠନରେ ପ୍ରମୁଖ ଭୁମିକା ଅଛି। ଅନୁସୂଚିତ ଜନଜାତି ଗ୍ରାମ ଗୁଡିକରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ସହ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ସରକାରଙ୍କ ମୁଖ୍ୟ ଦାୟୀତ୍ୱ।ସରକାରୀ କର୍ମଚାରୀଙ୍କ ସେବା, ସମର୍ପଣ ଓ ସଂକଳ୍ପ ମନୋଭାବ ହେଉଛି ‘ଆଦି କର୍ମଯୋଗୀ ଅଭିଯାନ’ର ମୁଖ୍ୟ ଲକ୍ଷ। ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ  ଧରିତି ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନ ଦ୍ବାରା ଆମ ନୟାଗ଼ଡ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ ସାମିଲ କରାଯାଇଛି । ଏହି 3ଟି ବ୍ଲକ ଅନ୍ତର୍ଗତ 20ଟି ପଞ୍ଚାୟତର 113ଟି ଜନଜାତି ବହୁଳ ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି। ଦଶପଲ୍ଲା ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢେୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସରିଗଣ୍ଡା, ଟାକରା, ଘୋଳାହାଣ୍ଡି, ସିମିଳିସାହି , ଘୁଗୁଡିପଡା , ନଛିପୁର ପଞ୍ଚାୟକୁ ସାମିଲ କରାଯାଇଥିବା ବେଳେ ନୂଆଗାଁ ବ୍ଲକର ଗୁମ୍ମି ସହ ଗଣିଆ ବ୍ଲକର  ବଡସିଲିଙ୍ଗା ପଞ୍ଚାୟତ ଅନ୍ତର୍ଭୁକ୍ତ କରାଯାଇଛି ।

ସେହିପରି DA-JGUA  ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ  ସମସ୍ତ ବିଭାଗର ସହମତିରେ   ପ୍ରତ୍ୟକ ଗ୍ରାମ ପାଇଁ  ଏକ Village Vision Plan and Village Action Plan  ପ୍ରସ୍ତୁତି  ସହ  ଆଜି  ଅକ୍ଟୋବର ୨ ତାରିଖରେ  DA-JGUA   ଗ୍ରାମର  Village Action     ସେହି  ପଞ୍ଚାୟତର  ଗ୍ରାମ ସଭାରେ ଅନୁମୋଦନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲା ପ୍ରକାଶ କରିଛନ୍ତି । ଆଦି କର୍ମଯୋଗୀ ଅଭିଯାନ ଏକ  କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯକ୍ରମ ଯହିଁରେ ନିମ୍ନଲିଖିତ ଯୋଜନା ଗୁଡିକ ଅନ୍ତର୍ଭୁକ୍ତ -Dhariti Aba Janajatiya Gram Utkarsh Abhijan, National Sickle  Cell, Elimination Mission, Scholarship ଏହି  ଜନ ଭାଗିଦାରୀ କାର୍ଯ୍ୟକ୍ରମ   ତିନୋଟି  କ୍ୟାଡରରେ ବିଭକ୍ତ କରାଯାଇଛି- Adi Karmayogi-  Govt officers (Central and state), Adi Sahayogi- Youth Leaders, Teacher, Doctors and Social Workers, Adi Sathi- SHG Members, Tribal leaders, Volunteers, Cultural Icons etcଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ  ପ୍ରତ୍ୟକ ଗ୍ରାମରୁ  ଅତି କମ୍ ରେ 15 ରୁ 20 ଜଣ  ଆଦିବାସୀ ନେତା  ଚୟନ  କରି ନିଜ ଅଂଚଳର ବିକାଶର ବାହକ ହେବା ସହ ବିକଶିତ ଭାରତ ଅଂଶିଦାରୀ ହେବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୋତ୍ସାମୟୀ ଆଚାର୍ଯ୍ୟଙ୍କ ସହ ଜିଲ୍ଲା ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସଂପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 2, 2025 October 2, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?