Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ କେମିଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଷଷ୍ଠ ସାଧାରଣ ଅଧିବେଶନ:ଯେଉଁ ଦେଶରେ ପ୍ରତ୍ୟେକ ନାଗରିକ ସମୃଦ୍ଧ ସେହି ଦେଶର ବିକାଶ ନିଶ୍ଚିତ,ଅରୁଣ

Published September 26, 2025 ବାଣିଜ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା କେମିଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ୬ଷ୍ଠ ସାଧାରଣ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ୟୁସିଡିଏ ସଭାପତି ପି ସତ୍ୟ ନାରାୟଣ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା କେମିଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ନବ ନିର୍ବାଚିତ ସଭାପତି ପ୍ରହଲ୍ଲାଦ ଦଳବେହେରା, ସମ୍ପାଦକ ସନ୍ତୋଷ କୁମାର ନାୟକ, କୋଷାଧ୍ୟକ୍ଷ ପରମାନନ୍ଦ ପ୍ରଧାନ ପ୍ରମୁଖଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଡ଼ ସାହୁ ତାଙ୍କ ବକ୍ତବ୍ୟରେ ଟ୍ରମ୍ପଙ୍କ ପାଇଁ ଭାରତ ବର୍ଷ କ୍ଷତି ଗ୍ରସ୍ତ ହେଉଥିବା ବେଳେ ଔଷଧ୍ୟ ବ୍ୟବସାୟ ମଧ୍ୟ କ୍ଷତି ଗ୍ରସ୍ତ ହୋଇଥିବା କହିଥିଲେ। ଯେଉଁ ଦେଶରେ ପ୍ରତ୍ୟେକ ନାଗରିକ ସମୃଦ୍ଧ ସେହି ଦେଶର ବିକାଶ ନିଶ୍ଚିତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ। ସଂଘର ବାର୍ଷିକ ପୁସ୍ତିକା ଜୀବନାୟନକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 26, 2025 September 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ବାଣିଜ୍ୟ

ଆମର ଦୋକାନର ରାକ୍ଷୀ ପୂର୍ଣ୍ଣିମା ଅଫର୍:୫% ଡିସକାଉଣ୍ଟ

Odisha Lekha August 26, 2026
ବାଣିଜ୍ୟ

ରାଜ ସୁନାଖଳାରେ ରାଜ୍ କରିବ ବାବା ଅମରନାଥ ଡାଇଗ୍ଲୋଷ୍ଟିକ୍ ସେଣ୍ଟର:ଖୋଲିଲା ଦ୍ୱିତୀୟ ଶାଖା

Odisha Lekha January 31, 2026
ବାଣିଜ୍ୟ

ଷ୍ଟେଟ ବ୍ୟାଙ୍କ ଆର୍.ସେଟିର ଜିଲ୍ଲା ସ୍ତରୀୟ ବୈଠକ

Odisha Lekha September 24, 2025
ବାଣିଜ୍ୟ

ନୟାଗଡ଼ରେ ଖୋଲିଲା ନୂତନ ସୋରୁମ”ଅପର୍ଣ୍ଣା” ଗାରମେଣ୍ଟସ:ଦଶହରା ପୂଜା ପାଇଁ ଧମାକା ଅଫର

Odisha Lekha September 23, 2025
ବାଣିଜ୍ୟରାଜ୍ୟ ଖବର

ଆଜିଠୁ ନୟାଗଡ଼ରେ ଖୋଲିବ “ଅପର୍ଣ୍ଣା” ଗାରମେଣ୍ଟ

Odisha Lekha September 22, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?