ନୟାଗଡ଼, (ଓଡ଼ିଶା ଲେଖା): ଆଗକୁ ଆସୁଛି ଭାଈ ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା। ସେହି ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆମର ଦୋକାନ ଆଣିଛି ସ୍ପେସାଲ୍ ମେଗା ଅଫର୍। ମହିଳା ଭଉଣୀ ଯଦି ସେହି ‘ ଆମର ଦୋକାନ’ ରୁ ରଡ, ସିମେଣ୍ଟ ଯଦି କ୍ରୟ କରୁଛନ୍ତି ତେବେ, ସେମାନଙ୍କ ପାଇଁ ଆମର ଦୋକାନର ପ୍ରୋପାଇଟର କ୍ରିଷ୍ଣା କୁମାର ଅଗ୍ରୱାଲା ଆଣିଛନ୍ତି ସ୍ପେସାଲ୍ ୫% ଡିସକାଉଣ୍ଟ। ଯେତିକି ଟଙ୍କାର ରଡ ସିମେଣ୍ଟ କ୍ରୟ କରିବେ ବା କିଣିବେ ତା ଉପରେ ୫ପ୍ରତିଶତ ରିହାତି ଦିଆଯିବ। ଏହି ଅଫର୍ ଅଗଷ୍ଟ ୨୬ଠାରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି। ତେଣୁ ଯେଉଁ ମହିଳା ଭଉଣୀ ମାନେ ନୂତନ ଘର ନିର୍ମାଣ କରୁଛନ୍ତି, ରାକ୍ଷୀ ପୂର୍ଣ୍ଣିମାର ଫାଇଦା ଉଠାନ୍ତୁ। ଆମର ଦୋକାନକୁ ଆସନ୍ତୁ ଏବଂ ଉଚିତ୍ ମୂଲ୍ୟ ଠାରୁ ପାଇବା ସହ ଭଉଣୀ ମାନଙ୍କ ପାଇଁ ରାକ୍ଷୀର ସ୍ପେସାଲ୍ ୫ପ୍ରତିଶତ ରିହାତି ପାଆନ୍ତୁ। ଅଧିକ୍ ଜାଣିବା ପାଇଁ ୫୭ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଇଟାମାଟି-ପ୍ରତାପ ପ୍ରସାଦ ରାସ୍ତା କଡ଼ରେ ଥିବା ‘ ଆମର ଦୋକାନ’ ଆସନ୍ତୁ ବୋଲି ପ୍ରୋପାଇଟର ଶ୍ରୀଯୁକ୍ତ ଅଗ୍ରୱାଲାଙ୍କ ଠାରୁ ସୂଚନା ମିଳିଛି।

