Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜ ସୁନାଖଳାରେ ରାଜ୍ କରିବ ବାବା ଅମରନାଥ ଡାଇଗ୍ଲୋଷ୍ଟିକ୍ ସେଣ୍ଟର:ଖୋଲିଲା ଦ୍ୱିତୀୟ ଶାଖା

Published January 31, 2026 ବାଣିଜ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ବାବା ଅମରନାଥ ଡାଇଗ୍ଲୋଷ୍ଟିକ୍ ସେଣ୍ଟର ନୟାଗଡ଼ ଟାଉନ୍ ଥାନା ସମ୍ମୁଖରେ ତାର ପ୍ରଥମ ଶାଖା ଥିବା ବେଳେ ତାର ଦ୍ୱିତୀୟ ଶାଖା ଖୋଲିବାକୁ ସକ୍ଷମ ହୋଇଛି।ତେବେ ରାଜ ସୁନାଖଳା ମୁଖ୍ୟ ଛକ ନିକଟରେ ବାବା ଅମରନାଥ ଡାଇଗ୍ଲୋଷ୍ଟିକ୍ ସେଣ୍ଟରର ଦ୍ଵିତୀୟ ଶାଖାଟି ଶୁକ୍ରବାର ଦିନ ଉଦଘାଟନ ହୋଇଯାଇଛି। ଉଦଘାଟନ ସମାରୋହରେ ଶିଶୁ ରୋଗ ବିଶେଷଜ୍ଞ ଡ଼ ଆଶିଷ ଦୀକ୍ଷିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଡାଇଗ୍ଲୋଷ୍ଟିକ୍ ସେଣ୍ଟରରେ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା ନିରୀକ୍ଷା କରାଯିବା ସହ ଉତ୍ତମ ଡାକ୍ତର ଓ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ପାରିବାର ବନ୍ଦୋବସ୍ତ କରାଯାଇଛି।

ଏହି ଶଖାକୁ ଆସୁଛନ୍ତି ରାଜ୍ୟର ଜଣାଶୁଣା ପେଟ ରୋଗ ବିଶେଷଜ୍ଞ ଡ଼ ପ୍ରତାପ ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡ଼ ଆଶିଷ ଦୀକ୍ଷିତ, ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ସଚ୍ଚିଦାନନ୍ଦ ସ୍ଵାଇଁ, ମଧୁମେହ ଓ ଥାଇରଏଡ଼ ବିଶେଷଜ୍ଞ ଡ଼ ସୁରଜ୍ କୁମାର ତ୍ରିପାଠୀ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଡ଼ ଇନ୍ଦ୍ରାଣୀଲ୍ ଦେ, ଚର୍ମ ରୋଗ ବିଶେଷଜ୍ଞ ଡ଼ ଅନିଶା ବିଶ୍ଵାଳ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ପଦ୍ମାଳୟା ଠାକୁର, କର୍ଣ୍ଣ ନାସା ଓ ଗଳା ରୋଗ ବିଶେଷଜ୍ଞ ଡ଼ ନାରାୟଣ ସାହୁ, କିଡିନ୍ ରୋଗ ବିଶେଷଜ୍ଞ ଡ଼ ଲଲାଟ ବରୁଣ ପାତ୍ର, ମୂତ୍ରାଶୟ ବିଶେଷଜ୍ଞ ଡ଼ ଅମ୍ରିତ ପ୍ରିତମ୍ ପଣ୍ଡା ଓ ହୃଦରୋଗ ବା ଶିରା ଓ ଧମନୀ ରୋଗର ବିଶେଷଜ୍ଞ ଡ଼ ମାନସ ରଞ୍ଜନ ପତି। ଉତ୍ତମ ଡାକ୍ତରଙ୍କ ସାକ୍ଷାତ ସହ ପରାମର୍ଶ ନେଇ ପାଖରେ ଥିବା ଓଁ ନମଃ ଶିବାୟ ମେଡ଼ିସିନ୍ ଷ୍ଟୋରରୁ ଔଷଧ ନେଇପାରିବାର ବନ୍ଦୋବସ୍ତ କରାଯାଇଛି। ବାବା ଅମରନାଥ ଡାଇଗ୍ଲୋନିଷ୍ଟିକ୍ ସେଣ୍ଟରର ନିର୍ଦ୍ଦେଶିକା ଗାୟତ୍ରୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 31, 2026 January 31, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ବାଣିଜ୍ୟ

ଆମର ଦୋକାନର ରାକ୍ଷୀ ପୂର୍ଣ୍ଣିମା ଅଫର୍:୫% ଡିସକାଉଣ୍ଟ

Odisha Lekha August 26, 2026
ବାଣିଜ୍ୟ

ନୟାଗଡ଼ କେମିଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଷଷ୍ଠ ସାଧାରଣ ଅଧିବେଶନ:ଯେଉଁ ଦେଶରେ ପ୍ରତ୍ୟେକ ନାଗରିକ ସମୃଦ୍ଧ ସେହି ଦେଶର ବିକାଶ ନିଶ୍ଚିତ,ଅରୁଣ

Odisha Lekha September 26, 2025
ବାଣିଜ୍ୟ

ଷ୍ଟେଟ ବ୍ୟାଙ୍କ ଆର୍.ସେଟିର ଜିଲ୍ଲା ସ୍ତରୀୟ ବୈଠକ

Odisha Lekha September 24, 2025
ବାଣିଜ୍ୟ

ନୟାଗଡ଼ରେ ଖୋଲିଲା ନୂତନ ସୋରୁମ”ଅପର୍ଣ୍ଣା” ଗାରମେଣ୍ଟସ:ଦଶହରା ପୂଜା ପାଇଁ ଧମାକା ଅଫର

Odisha Lekha September 23, 2025
ବାଣିଜ୍ୟରାଜ୍ୟ ଖବର

ଆଜିଠୁ ନୟାଗଡ଼ରେ ଖୋଲିବ “ଅପର୍ଣ୍ଣା” ଗାରମେଣ୍ଟ

Odisha Lekha September 22, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?