Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ଟାଟା ସେଚ୍ଛାସେବୀ ସପ୍ତାହ ପାଳନ ଅବସରରେ :ଗ୍ରାମ୍ୟ ପରିମଳ ଓ ପରିବେଶ ସୁରକ୍ଷା ସଚେତନତା ଯାତ୍ରା

Published September 17, 2025 ଦୁର୍ଘଟଣା
SHARE

ଦଶପଲ୍ଲା, (ଓଡ଼ିଶା ଲେଖା): ସେପ୍ଟେମ୍ୱର ପାଞ୍ଚ ରୁ ଅକ୍ଟୋବର ସାତ ତାରିଖ ପର୍ଯ୍ୟନ୍ତ ଟାଟା ସ୍ଵେଚ୍ଛାସେବୀ ସପ୍ତାହ ପାଳନ ଅବସରରେ ପ୍ରକଳ୍ପ ଅଧିକାର ଦ୍ଵାରା ଟିପିସିଓଡ଼ିଏଲ ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାରସାହି ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଜୟନ୍ତୀ ନାୟକଙ୍କ ନେତୃତ୍ୱରେ ଗ୍ରାମ୍ୟ ମହିଳା ମାନଙ୍କୁ ନେଇ ମହିଳା ଅଧିକାର, ବାଲ୍ୟ ଵିଵାହ ଉଚ୍ଛେଦ ଗ୍ରାମ୍ୟ ପରିମଳ ତଥା ଜଙ୍ଗଲ ଓ ପରିବେଶ ସୁରକ୍ଷା ଇତ୍ୟାଦି ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅଧିକାର ମିତ୍ର ପ୍ରତିମା ପ୍ରଧାନଙ୍କ ଅୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏ ପ୍ରକାର ସାମାଜିକ କାର୍ଯ୍ୟ ଓ ସାମୂହିକ ଉଦ୍ୟମକୁ ସଂପୃକ୍ତ ଗ୍ରାମବାସୀ ସ୍ୱାଗତ କରିବା ସହିତ ଏଭଳି ଗୋଷ୍ଠୀ ସଚେତନତା ମୂଳକ କାର୍ଯ୍ୟକ୍ରମ ପ୍ରତି ଗାଁ ଗାଁ ରେ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ମତାମତ ଦେଇଥିଲେ। ଏ ଅଭିଯାନକୁ ବ୍ୟାପକ କରିବା ସହିତ ଗ୍ରାମ ଗୋଷ୍ଠୀ ଏଥିରେ ସହଯୋଗ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀ ଜୟନ୍ତୀ ଜେନା ଅନୁରୋଧ କରିଛନ୍ତି ଏବଂ ପର୍ଯ୍ୟାୟ କ୍ରମେ ଖମାର ସାହି ଗ୍ରାମ ପଂଚାୟତର ପ୍ରତି ଗାଁ ଗାଁ ରେ ଏଭଳି ଗୋଷ୍ଠୀ ଭିତ୍ତିକ ଜନ ସଚେତନତା ଯାତ୍ରା ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଛନ୍ତି।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha September 17, 2025 September 17, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଦୁର୍ଘଟଣା

ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ

Odisha Lekha July 6, 2026
ଦୁର୍ଘଟଣା

ଟି ବ୍ରିଜରେ ବଡ଼ ଦୁର୍ଘଟଣା:ବାଇକ୍ ଓ ଅଟୋ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା

Odisha Lekha June 14, 2026
ଆଞ୍ଚଳିକ ଖବରଦୁର୍ଘଟଣା

ପୋଲିସ୍ ଭ୍ୟାନ୍ ଧକ୍କାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

Odisha Lekha April 30, 2026
ଦୁର୍ଘଟଣା

ଖେଡ଼ପଡ଼ା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍:୨୦ଆହାତ ୫ଗୁରୁତର

Odisha Lekha April 28, 2026
ଦୁର୍ଘଟଣା

ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ:ଗାଡ଼ିର ସନ୍ଧାନ କରୁଛି ପୋଲିସ

Odisha Lekha April 27, 2026
ଦୁର୍ଘଟଣା

ବାଣ ବିସ୍ଫୋରଣ:୬ଗୁରୁତର

Odisha Lekha April 3, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?