Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

କମିଲା GST ହାର:ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମାରୁ GST ଶୂନ୍ୟ

Published September 4, 2025 ଦେଶ ବିଦେଶ
SHARE

ଓଡ଼ିଶା ଲେଖା ଅଫିସ:GST କାଉନସିଲର ବଡ଼ ନିଷ୍ପତ୍ତି । ଏଣିକି କମିବ GST ହାର । ଦୁଇଟି ସ୍ଲାବରେ GST ହାର ଲାଗିବ । ବିଭିନ୍ନ ସାମଗ୍ରୀରେ ପୂର୍ବରୁ 12% ଓ 28% ଲାଗୁଥିବା ବେଳେ ତାହାକୁ ବନ୍ଦ କରାଯିବ ବୋଲି ଜଣାପଡିଛି ।କେବଳ 5% ଓ 18% ସ୍ଲାବ ଲାଗୁ ହେବ । ସେପ୍ଟେମ୍ବର 22ତାରିଖରୁ ଏହି ନୂତନ ସ୍ଲାବ ଲାଗୁହେବ ବୋଲି GST କାଉନସିଲର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଏମିତି କି ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା କ୍ଷେତ୍ରରେ GST ନଲଗେଇବା ପାଇଁ କାଉନସିଲ ବୈଠକ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଓ ଜୀବନ କ୍ଷେତ୍ରରେ 18% ହାରରେ GST ଲାଗୁଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାରୀ ଏହି ଦୁଇ ବୀମା କ୍ଷେତ୍ରରୁ GST 18% ରୁ 0% ପ୍ରତିଶତ ହାରକୁ ହ୍ରାସ କରିଥିବା ଜଣାପଡିଛି । ଏସବୁ ନୂଆ ନିୟମ ସେପ୍ଟେମ୍ବର 22ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 4, 2025 September 4, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଦେଶ ବିଦେଶ

ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ବିୟୋଗ :୭୫ ବର୍ଷ ବୟସରେ ପରଲୋକ :ଭାରତୀୟ ସିନେମା ଜଗତରେ ଶୋକ

Odisha Lekha October 8, 2026
ଦେଶ ବିଦେଶ

ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Odisha Lekha October 1, 2026
ଦେଶ ବିଦେଶ

ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ

Odisha Lekha August 30, 2026
ଦୁର୍ଘଟଣାଦେଶ ବିଦେଶ

ଦିଲ୍ଲୀରେ ଭୟଙ୍କର ବିସ୍ପୋରଣ

Odisha Lekha November 10, 2025
ଦୁର୍ଘଟଣାଦେଶ ବିଦେଶ

ମହିଳା ବିଶ୍ୱକପ୍:ଆଜି ଅପରାହ୍ନରେ ଗ୍ରାଣ୍ଡ ଫାଇନାଲ:ଭାରତ vs ଦକ୍ଷିଣ ଆଫ୍ରିକା

Odisha Lekha November 2, 2025
ଦେଶ ବିଦେଶ

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓଡ଼ିଆ ପୁଅ

Odisha Lekha September 29, 2025
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?