Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ମେଡିକାଲ ଅଫିସର:ଡାକ୍ତରଙ୍କୁ ୩ ବର୍ଷ ଜେଲ୍‌,୨୦ ହଜାର ଟଙ୍କା ଜରିମାନା

Published September 2, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଲାଞ୍ଚ ନେବା ମାମଲାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ମଧ୍ୟଖଣ୍ଡ ଜନସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କେଦାରନାଥ ପାଳ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ଭିଜିଲାନ୍ସର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ଆଜି ଡାକ୍ତର ପାଳଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ରାୟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ, ଡାକ୍ତର ପାଳଙ୍କ ପେନସନ୍‌ ବନ୍ଦ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଉପଯୁକ୍ତ ଫୋରମ୍‌ରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଲାଞ୍ଚ ମାମଲାରେ ଅଦାଲତଙ୍କ ଏହି ରାୟ ପରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର କଡ଼ା ଆଭିମୁଖ୍ୟ ଆହୁରି ସ୍ପଷ୍ଟ ହୋଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 2, 2026 September 2, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
କଟକ ‘ପ୍ରଗତି ମିଲ୍କ’ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଜିଲ୍ଲା ଖବର
ବ୍ଲକ୍ ସମ୍ମିଳନୀ ଗୃହରେ ଦଳୀୟ କାର୍ଯ୍ୟକ୍ରମ ଅଭିଯୋଗ: ‘ସେବା ସଙ୍କଳ୍ପ ଅଭିଯାନ’କୁ ନେଇ ବିବାଦ
ଜିଲ୍ଲା ଖବର ରାଜନୀତି
ମହିପୁର ଇଥାଇନ୍ କମ୍ପାନୀରେ ବିସ୍ଫୋରଣ: ୪ ଶ୍ରମିକ ଗୁରୁତର
ଜିଲ୍ଲା ଖବର ଦୁର୍ଘଟଣା
ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ସୁନା ଅଳଙ୍କାର ଲୁଟ୍:୮ ମହିଳା ଓ ୨ ଯୁବକ ଗିରଫ
ଅପରାଧ ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

କଟକ ‘ପ୍ରଗତି ମିଲ୍କ’ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

Odisha Lekha September 3, 2026
ଜିଲ୍ଲା ଖବରରାଜନୀତି

ବ୍ଲକ୍ ସମ୍ମିଳନୀ ଗୃହରେ ଦଳୀୟ କାର୍ଯ୍ୟକ୍ରମ ଅଭିଯୋଗ: ‘ସେବା ସଙ୍କଳ୍ପ ଅଭିଯାନ’କୁ ନେଇ ବିବାଦ

Odisha Lekha September 3, 2026
ଜିଲ୍ଲା ଖବରଦୁର୍ଘଟଣା

ମହିପୁର ଇଥାଇନ୍ କମ୍ପାନୀରେ ବିସ୍ଫୋରଣ: ୪ ଶ୍ରମିକ ଗୁରୁତର

Odisha Lekha September 2, 2026
ଅପରାଧଜିଲ୍ଲା ଖବର

ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ସୁନା ଅଳଙ୍କାର ଲୁଟ୍:୮ ମହିଳା ଓ ୨ ଯୁବକ ଗିରଫ

Odisha Lekha September 2, 2026
ଜିଲ୍ଲା ଖବର

ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ନୟାଗଡ଼ର ଅତିରିକ୍ତ ଏସ୍‌ପି ସୁବାଷ ପଣ୍ଡା

Odisha Lekha September 2, 2026
ଜିଲ୍ଲା ଖବର

ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ

Odisha Lekha September 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?