ଓଡ଼ିଶା ଲେଖା ଅଫିସ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଗତକାଲି ବିଳମ୍ବିତ ରାତିରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ବାୟୋ କେମିଷ୍ଟି କୋଠାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୈଦ୍ୟୁତିକ ଓ ରାସାୟନିକ ପଦାର୍ଥ ସବୁ ଜଳିଯାଇଛି।ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ହସ୍ପିଟାଲ କିଛି କର୍ମଚାରୀ ଅସୁସ୍ଥ ହୋଇଥିବା ଜଣାପଡିଛି ।


