Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସାୟେସା ଜନ୍ମଦିନରେ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ:ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ନେଲେ ଶତାଧିକ ରୋଗୀ

Published June 30, 2026 ସ୍ବାସ୍ଥ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ଅମରନାଥ ଡାଇଗ୍ନୋଷ୍ଟିକ୍ ସେଣ୍ଟରର ପରିଚାଳକ ନିର୍ଦ୍ଦେଶକଙ୍କ ସୁକନ୍ୟା ସାୟସା ମାହାପାତ୍ରଙ୍କ ଜନ୍ମଦିନ ଉପଲକ୍ଷେ ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅମରନାଥ ଡାଇଗ୍ନୋଷ୍ଟିକ୍ ସେଣ୍ଟର ପକ୍ଷରୁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିରରେ ଭୁବନେଶ୍ଵର କଳିଙ୍ଗ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ ଇନ୍ଦ୍ରାଣୀ ଦେ ଯୋଗ ଦେଇ ସାୟସାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଶତାଧିକ ରୋଗୀ ଦେଖି ପରାମର୍ଶ ଦେଇଥିଲେ। ସକାଳ ୯ଟା ରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ସବୁଦିନ ଛଟପଟ ହେଉଥିବା ୧୧୦ରୋଗୀ ଆସି ମାଗଣାରେ ଡାକ୍ତରଙ୍କ ପରାମର୍ଶ ନେଇ ଉପସମ ଲାଭ କରିଛନ୍ତି। ତେବେ ସନ୍ଧ୍ୟାରେ ସାୟସାଙ୍କ ଜନ୍ମଦିନକୁ ଖୁବ୍ ଧୁମ୍ ଧାମର ସହ ପାଳନ କରାଯାଇଛି। ପ୍ରତ୍ୟେକ ଦିନ ଅମରନାଥ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ଭୁବନେଶ୍ଵରର ବିଭିନ୍ନ ପ୍ରତିଷ୍ଠିତ ହସ୍ପିଟାଲ୍ ରୁ ବିଶେଷଜ୍ଞ ଡାକ୍ତର ମାନେ ଆସୁଛନ୍ତି। ଆପଣ ମାନେ ବିଭିନ୍ନ ରୋଗରୁ ଉପଶମ ନେବା ପାଇଁ ହେଲେ ଅମରନାଥ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସହ ଯୋଗାଯୋଗ କରନ୍ତୁ ଏବଂ ରାଜସୁନାଖଳା ଶାଖା ଓ ନୟାଗଡ଼ ଟାଉନ୍ ଥାନା ନିକଟରେ ଥିବା ଶାଖାରେ ସାକ୍ଷାତ୍ କରିପାରିବେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha June 30, 2026 June 30, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରସ୍ବାସ୍ଥ୍ୟ

ଲାଇଫ୍ କେୟାର ଡାଇଗ୍ନୋଷ୍ଟିକ୍‌ରେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତରଙ୍କୁ ନେଇ ଅଭିଯୋଗ:ନୟାଗଡ଼ରେ ଚାଲିଛି ବେଲଗାମ ରୋଗୀ ଶୋଷଣ:କଂଗ୍ରେସ

Odisha Lekha August 29, 2026
ସ୍ବାସ୍ଥ୍ୟ

ସାଇ ହେଲଥ କେୟାର ଓ ଫିଜିଓ ଥେରାପି କ୍ଲିନିକ୍ ଉଦଘାଟିତ

Odisha Lekha March 20, 2026
ସ୍ବାସ୍ଥ୍ୟ

ନୟାଗଡ଼ରେ ଗାଲାକ୍ସି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର: ଗୋଟିଏ ବର୍ଷ ଶହେ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ କରି ମାଇଲଖୁଣ୍ଟ ଛୁଇଁଛି ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ

Odisha Lekha March 6, 2026
ସ୍ବାସ୍ଥ୍ୟସ୍ୱତନ୍ତ୍ର ଖବର

ବାଟ ହୁଡୁଛି ସ୍ବାସ୍ଥ୍ୟ ବ୍ୟବସ୍ଥା:ଜିଲ୍ଲାପାଳଙ୍କ ଚିଠିକୁ ଖାତିର୍ କରୁନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

Odisha Lekha February 14, 2026
ରାଜ୍ୟ ଖବରସ୍ବାସ୍ଥ୍ୟସ୍ୱତନ୍ତ୍ର ଖବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟଣା:ଇସିଜି ମେସିନ୍ ଖରାପ୍: ୩ଘଣ୍ଟା ପରେ ସ୍ୱାଭାବିକ ହେଲା ଇସିଜି ଟେଷ୍ଟ:ରୋଗୀ ହନ୍ତସନ୍ତ

Odisha Lekha February 7, 2026
ସ୍ବାସ୍ଥ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖେଳଣା କରିଦେଲେଣି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ:ଆଟେଣ୍ଟାଣ୍ଡ କରୁଛି ଇସିଜି ପରୀକ୍ଷା:ଇସିଜି ରିପୋର୍ଟକୁ ନେଇ ଡ଼ାକ୍ତର ଅସନ୍ତୁଷ୍ଟ

Odisha Lekha February 6, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?