Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ନୟାଗଡ଼ ପାଣ୍ଡରାସିଂଘା ଛକରେ ଯୁବକଙ୍କୁ ଗୁଳି ମାଡ଼:ଯୁବକ ମୃତ:ଚାପା ଉତ୍ତେଜନା

Published June 14, 2026 ଅପରାଧ ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ରଜ ପର୍ବରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଯୁବକଙ୍କ ମୃତ ହୋଇଥିବା ଜଣାପଡ଼ିଛି । ଗୁଳି ମାଡ଼ରେ ଶୀକାର ହୋଇଥିବା ଯୁବକ ଜଣଙ୍କ ଗଣିଆ ଥାନା ପତୁରୀଆ ଗାଁର ବୋଲି ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପାଣ୍ଡରାସିଂଘା ଛକରେ। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଂଘା ଛକରେ ପତୁରିଆ ଗ୍ରାମର କୁଳମଣି ନାୟକଙ୍କ ପୁଅ ରବିନ୍ଦ୍ର କୁମାର ନାୟକ ଏକ ଗ୍ୟାରେଜ କରିଛନ୍ତି। ତେବେ ଆଜି ରଜ ପର୍ବ ଥିବା ଯୋଗୁଁ ଗ୍ୟାରେଜ ଖୋଲି ଏକା ବସିଥିବା ବେଳେ ଏକ ବାଇକ୍ ରେ ଦୁଇ ଜଣ ଦୃବୁତ୍ ଆସି ରବିନ୍ଦ୍ରଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଗୁଳି ମାଡ଼ ଶବ୍ଦ ଶୁଣି ଧାଇଁ ଆସି ରବିନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିବା ପୂର୍ବରୁ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ। ତେବେ ରବିନ୍ଦ୍ର ମୃତ୍ୟୁ ଖବର ବିଜୁଳି ବେଗରେ ଗତି କରାଯାଇଥିଲା । ରବିନ୍ଦ୍ର କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ମୃତ ଶରୀର ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha June 14, 2026 June 14, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଅପରାଧ

କଙ୍ଗାରୁକୋର୍ଟର କରୁଣ ପରିଣତି:ନଳକୂପ ଚାବିରେ ବାଡ଼େଇ ବାଡ଼େଇ ହତ୍ୟା:୨ଘଣ୍ଟା ପରେ ଡାହୁକା ନଦୀରୁ ମୃତ ଦେହ ଉଦ୍ଧାର:ପୋଲିସର ଛାନଭିନ ଆରମ୍ଭ

Odisha Lekha July 7, 2026
ଅପରାଧ

ବୟସ୍କ ବ୍ୟକ୍ତିକୁ ବାଡ଼େଇ ବାଡ଼େଇ ହତ୍ୟା:ହତ୍ୟାକାରୀ ଗାଁ ଛାନଭିନ କରୁଛି ପୋଲିସ

Odisha Lekha July 1, 2026
ଅପରାଧ

ଗୋଡିଗଦା ମୃତ ଦେହ ଉଦ୍ଧାର:ଦୁର୍ଘଟଣା ନା ହତ୍ୟା !

Odisha Lekha June 28, 2026
ରାଜ୍ୟ ଖବର

ଆରକ୍ଷୀ ଅଧିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Odisha Lekha May 28, 2026
ରାଜ୍ୟ ଖବର

ପୁଣି ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

Odisha Lekha May 25, 2026
ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କଲା ନୟାଗଡ଼ ଜିଲ୍ଲା ପ୍ରଶାସନ

Odisha Lekha May 24, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?