Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ:ନିୟମିତ ଗସ୍ତ ହେଲେ ଚିକିତ୍ସାଳୟରେ ସୁଧାର ଆସିବ: ବିଜେଡ଼ିର ଏକ ସ୍ୱତନ୍ତ୍ର ଟିମ୍ ୭ଦିନରେ ଥରେ ଗସ୍ତ କରିବ ଏବଂ ସୁଧାର ଆଣିବାରେ ସହାୟକ ହେବ:ଅରୁଣ

Published April 18, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦସୁବାଷ ଚନ୍ଦ୍ର କଅଁର,

କ୍ଷୀରୋଦ କୁମାର ମହାପାତ୍ର, ସରୋଜ କୁମାର ରଣସିଂହ, ବିଜେଡ଼ି ବ୍ଲକ୍ ସଭାପତି ଭଞ୍ଜ ବାବୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ପୂର୍ବତନ ଛାତ୍ର ସଭାପତି ନୀଳମାଧବ ପଣ୍ଡା, ସଂଖ୍ୟା ଲଘୁ ସେଲର ସଭାପତି ଏସକେ ନଇମ୍ ପ୍ରମୁଖ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏବଂ ବିଜୁ ବାବୁଙ୍କ ସଂମ୍ପର୍କ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ସଭା କାର୍ଯ୍ୟ ଶେଷ ହେବା ପରେ ବିଧାୟକ ଡ଼ ସାହୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ। ସ୍ୱର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ନୟାଗଡ଼ ବିଧାୟକ ଡ଼ ସାହୁ।

ତତ୍ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ପୁଷ୍ପା ଲାକ୍ରାଙ୍କ ସହ ଭେଟ ହୋଇ ରୋଗୀ ମାନଙ୍କୁ କିପରି ଉତ୍ତମ ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ନିୟମିତ ଗସ୍ତ ହେଲେ ଚିକିତ୍ସାଳୟରେ ସୁଧାର ଆସିବ। ବିଜେଡ଼ିର ଏକ ସ୍ୱତନ୍ତ୍ର ଟିମ୍ ୭ଦିନରେ ଥରେ ଗସ୍ତ କରିବ ଏବଂ ସୁଧାର ଆଣିବାରେ ସହାୟକ ହେବ ବୋଲି ନୟାଗଡ଼ ବିଧାୟକ ଡ଼ ସାହୁ ପ୍ରକାଶ କରିଛନ୍ତି।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha April 18, 2026 April 18, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ:ଆନନ୍ଦ ଉଲ୍ଲାସର ପାଳନ କଲେ ୧୧ନମ୍ୱର ୱାର୍ଡ଼ବାସୀ
ଆଧ୍ୟାତ୍ମିକ
ଛେନାପୋଡ଼ କୁ ଜିଆଇ ଟ୍ୟାଗ ମାନ୍ୟତା:କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
ସ୍ୱତନ୍ତ୍ର ଖବର
ଦଳିତ ବିରୋଧି ମନ୍ତବ୍ୟ ପ୍ରତିବାଦରେ:ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ରାଜନୀତି
ଶଙ୍ଖ ଭବନରେ ବିଶ୍ୱ ଛେନାପୋଡ଼ ଦିବସ ପାଳିତ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ଷ୍ଟେସନରୁ ଶିଶୁପୁତ୍ର ଚୋରୀ:ରଣପୁରରୁ ଉଦ୍ଧାର: ଭିଣୋଇ ରଚିଥିଲେ ପିଲା ଚୋରିର ନାଟକ

Odisha Lekha April 10, 2026
ରାଜ୍ୟ ଖବର

ବାଣ ଭିଡ଼ିବା ବେଳେ ବିସ୍ଫୋରଣ:୬ଗୁରୁତର, ଦୁଇ ଅଟକ

Odisha Lekha April 4, 2026
ରାଜ୍ୟ ଖବର

ନୟାଗଡରେ ନୂତନ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ:ଆଖୁ ଚାଷୀଙ୍କ ସ୍ୱପ୍ନ ପୂରଣ ହେବ !

Odisha Lekha March 22, 2026
ରାଜ୍ୟ ଖବରସ୍ବାସ୍ଥ୍ୟସ୍ୱତନ୍ତ୍ର ଖବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟଣା:ଇସିଜି ମେସିନ୍ ଖରାପ୍: ୩ଘଣ୍ଟା ପରେ ସ୍ୱାଭାବିକ ହେଲା ଇସିଜି ଟେଷ୍ଟ:ରୋଗୀ ହନ୍ତସନ୍ତ

Odisha Lekha February 7, 2026
ରାଜ୍ୟ ଖବର

ବଦଳିବ ନୟାଗଡ଼ ଜିଲ୍ଲାର ଇଂରାଜୀ ନାମ:ପୂର୍ବରୁ NAYAGARH ଥିଲା, ଏବେ NAYAGADA ହେବ

Odisha Lekha February 5, 2026
ରାଜ୍ୟ ଖବର

ନୟାଗଡରେ ୭୭ତମ ସାଧାରଣତନ୍ତ୍ର ଦିବସ:ଦେଶ ଗଠନ ଏବଂ ସମ୍ବିଧାନ ପ୍ରଣୟନରେ ସଂଗ୍ରାମୀମାନଙ୍କର ଭୂମିକା ଗୁରୁତ୍ୱପର୍ଣ୍ଣ:ମୁଖ୍ୟଅତିଥି

Odisha Lekha January 27, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?