ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପାଇକବାରବାଟୀ ଗ୍ରାମବାସୀଙ୍କ ତରଫରୁ ମୁକ୍ତି ସଂଗଠନ ଏବଂ ଲୋକ ଅଧିକାର ଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଅଛି । ଏଥିରେ ଅଶାନ୍ତି ମହାନ୍ତି, କବିତା ମହାନ୍ତି, ମଞ୍ଜୁଲତା ବିଶ୍ୱାଳ, କଣ୍ଡେଇ ବିଶ୍ୱାଳ, ଟିକିନା ବିଶ୍ୱାଳ, ମିକି ମହାରଣା, ଝୁନୁ ମହାନ୍ତି, ସୋମ୍ୟରଞ୍ଜନ ଭୋଳ, ଅଭୟ କୁମାର ମହାନ୍ତି, ତୁଷାରକାନ୍ତ ବଳବନ୍ତରାୟ, ତପନ କୁମାର ଭୋଳ, ଚିନ୍ମୟୀ କୁମାର ଭୂୟାଁ ସାହାଯ୍ୟ ସହଯୋଗ କରିଛନ୍ତି।

