Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ବିଶ୍ୱ ଘରଚଟିଆ ଦିବସ:ଘରଚଟିଆଙ୍କ ବଂଶ ରକ୍ଷା ପ୍ରକୃତି ପ୍ରେମୀଙ୍କ ନିଆରା ପ୍ରୟାସ

Published March 20, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଘରଚଟିଆ ଦିବସ ଉପଲକ୍ଷେ ପକ୍ଷୀବସା ସାଙ୍ଗକୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଠିଆରେ ପାନୀୟ ଦେଇ ଗଛମାନଙ୍କରେ ଝୁଲାଯାଇଥିଲା। ସବୁଠାରୁ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଜାତି ନିଜର ଭୋଗବିଳାସ ଜୀବନ ପାଇଁ ନୂଆ ନୂଆ ଯନ୍ତ୍ର ଉଦ୍ଭାବନ କରି ବାୟୁମଣ୍ଡଳକୁ ଦୂଷିତ କରିବା ସହିତ ଅନ୍ୟର ଘର ଓ ବଂଶ ନିପାତ କରୁଛି।

ସେହି ନିରୀହ ପକ୍ଷୀ ହେଉଛି ଘର ଚଟିଆ। ସେମାନଙ୍କ ବଂଶ ରକ୍ଷା ସହିତ ପିଲାଙ୍କ ମନରେ ପକ୍ଷୀମାନଙ୍କ ପାଇଁ  ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାକୁ ମନୋଭାବ  ସୃଷ୍ଟି କରାଇଥିଲେ ବିଦ୍ୟାଳୟ ର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ। ଏସବୁ କାର୍ଯ୍ୟରେ ସହଯୋଗ କରିଥିଲେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ। ନଡ଼ିଆ କତାରେ ପିଲାଙ୍କ ସହଯୋଗରେ ପକ୍ଷୀବସା କରାଇ ସେମାନଙ୍କୁ ଖାଦ୍ୟ ଓ ମାଠିଆରେ ପାଣି ଦେଇ ଗଛରେ ଝୁଲାଇଥିଲେ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha March 20, 2026 March 20, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ: ଶିଶୁଙ୍କୁ କାମ ନୁହେଁ ସ୍କୁଲ୍ ପଠାଇବାକୁ ପରାମର୍ଶ

Odisha Lekha June 12, 2026
ଆଞ୍ଚଳିକ ଖବର

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Odisha Lekha May 1, 2026
ଆଞ୍ଚଳିକ ଖବର

ମଥୁରାପୁର ଗାଁରେ ଅଗ୍ନିକାଣ୍ଡ:ବିଦ୍ୟୁତ ସର୍ଟ ସର୍କିଟରେ ଜଳିଗଲା ୮ବଖରା ଘର

Odisha Lekha April 30, 2026
ଆଞ୍ଚଳିକ ଖବର

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ: ପାନୀୟ ଜଳ, ଶିକ୍ଷା ଓ ବନ ବିଭାଗକୁ ନେଇ ଅସନ୍ତୁଷ୍ଟ ଜନପ୍ରତିନିଧି

Odisha Lekha April 30, 2026
ଆଞ୍ଚଳିକ ଖବରଦୁର୍ଘଟଣା

ପୋଲିସ୍ ଭ୍ୟାନ୍ ଧକ୍କାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

Odisha Lekha April 30, 2026
ଆଞ୍ଚଳିକ ଖବର

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha April 19, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?