ଓଡ଼ିଶା ଲେଖା ଅଫିସ୍: ବର୍ତ୍ତମାନ ତାଜା ଖବର। ଏମ୍ସ ଭର୍ତ୍ତି ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ। ଛାତିରେ ହାଠତ ଯନ୍ତ୍ରଣା ହେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀଙ୍କ ଚିକିତ୍ସା ଚାଲୁ ରହିଥିବା ବେଳେ ବିଭିନ୍ନ ପ୍ରକାରର ଟେଷ୍ଟ ଓ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

