ଓଡ଼ିଶା ଲେଖା ଅଫିସ୍: ଗପ୍ ଚୁପ୍ ଖାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ଯିଏ ବି ନବୀନଙ୍କୁ ଦେଖୁଛନ୍ତି ପୁରା ଫିଟ୍ ଥିବା କହୁଥିବା ଶୁଣିବାକୁ ମିଳିଛି। ତେବେ ଏକ ଭୋଜିରେ ଯୋଗ ଦେଇ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁପ୍ ଚୁପ୍ ଖାଇଥିଲେ ଏବଂ ବହୁତ୍ ଆଚ୍ଛା ହେ ବୋଲି ମଧ୍ୟ କହି ପ୍ରଶଂସା କରିଛନ୍ତି। ନବୀନଙ୍କ ଗୁପ୍ ଚୁପ୍ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।


