Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ପାରାଦ୍ୱୀପ ବୃନ୍ଦାବନ କଲୋନୀରେ ଭୟାନକ ଅଗ୍ନିକାଣ୍ଡ:ଦୁଇ ପରିବାର ସର୍ବସାନ୍ତ

Published February 13, 2026 ଦୁର୍ଘଟଣା
SHARE

ଭୁବନେଶ୍ଵର, (ଓଡ଼ିଶା ଲେଖା): ପାରାଦ୍ଵିପ ବୃନ୍ଦାବନ କଲୋନୀରେ ଭୟାନକ ଅଗ୍ନିକାଣ୍ଡ,  ୪ ବଖରା ପୋଡି ଯାଇ ପୁରା ପାଉଁଶ, ଦୁଇଟି ପରିବାର ସମ୍ପୂର୍ଣ ସର୍ବଶାନ୍ତ । ବିଳମ୍ବିତ ରାତିରେ ବୃନ୍ଦାବନ କଲୋନୀର ଅଶୋକ ସ୍ୱାଇଁ ଓ ବାବୁଲି ସ୍ୱାଇଁ ଙ୍କ ଘରେ କୌଣସି କାରଣରୁ ହଟାତ ନିଆଁ ଲାଗିଯିବାରୁ ଆଖି ଆଗରେ ଚାରି ବଖରା ଘର ହୁ ହୁ ହୋଇ ଜଳି ଉଠିଲା । ଅଗ୍ନି କାଣ୍ଡ ଏତେ ଭୟବହ ଥିଲା ଯେ ଏଥିରେ ସମସ୍ତ ଆସବାବପତ୍ର ପୋଡି ଯିବା ସହିତ ଗୋଟିଏ ବାଇକ ପୋଡି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ସମୟରେ ଘରେ ଥିବା ଗ୍ୟାସ ଟାଙ୍କି ଫାଟି ବିରାଟ ଶବ୍ଦ ହେବାରୁ, ସ୍ଥାନୀୟ ଲୋକ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ ଖବର ପାଇ ପାରାଦ୍ୱୀପ ଓ କୁଜଙ୍ଗର ତିନୋଟି ଦମକଳ ଗାଡି ଆସି ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ର କୌଣସି ସାମଗ୍ରୀକୁ ସୁରକ୍ଷିତ ଉଦ୍ଧାର କରିପାରିନଥିଲେ। ଅଗ୍ନିକାଣ୍ଡରେ ପ୍ରଭାବିତ ଦୁଇଟି ପରିବାର ର ସମସ୍ତ ସଦସ୍ୟ ଏବେ ଖୋଲା ଆକାଶ ତଳେ ଥିବା ବେଳେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସେମାନେ ନିବେଦନ କରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 13, 2026 February 13, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଦୁର୍ଘଟଣା

ପୋଖରୀରେ ବୁଡ଼ି ନାବାଳିକା ମୃତ:ଗାଁରେ ଶୋକାକୁଳ ପରିସ୍ଥିତି

Odisha Lekha October 3, 2026
ଦୁର୍ଘଟଣା

ବାଣିଗୋଚ୍ଛା ନିକଟରେ ‘ସାରଳା’ ବସ୍ ଦୁର୍ଘଟଣା

Odisha Lekha October 1, 2026
ଜିଲ୍ଲା ଖବରଦୁର୍ଘଟଣା

ସେଲ୍ଫି ହେଲା କାଳ! ସିଧାମୂଳା ବ୍ରିଜରୁ ଖସି ମହାନଦୀରେ ଯୁବକ ନିଖୋଜ

Odisha Lekha September 25, 2026
ଦୁର୍ଘଟଣା

ଦେଓଝର ରାସ୍ତାରେ ବାଇକ ଦୁର୍ଘଟଣା:ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

Odisha Lekha September 9, 2026
ଦୁର୍ଘଟଣା

ଦେଓଝରରେ ଅଘଟଣ:ପଥରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

Odisha Lekha September 5, 2026
ଜିଲ୍ଲା ଖବରଦୁର୍ଘଟଣା

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ଡ୍ରାଇଭର ମୃତ, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?