ନରସିଂହପୁର, (ଓଡ଼ିଶା ଲେଖା): ସକାଳ ବଡ ଖବର। ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ସମର ଭୋଳ। ସୂଚନାନୁସାରେ, ଅନୁଯାଇ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟପୁର ଅନନ୍ତ ପ୍ରସାଦ ଗ୍ରାମରେ କଲରା ପତରିଆ ବାଘ ଆକ୍ରମଣ ରେ ଜଣେ ଗୁରୁତର ହେବା ସହ ବାଘ ଟିର ମତ୍ୟୁ ଘଟିଛି।ଗୁରୁତର ବ୍ୟକ୍ତି ହେଲେ ଜୟପୁର ଗ୍ରାମର ସମର ଭୋଳ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି |


