Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜନୀତି ପଶାପାଲିର ୮ଦିନରେ ଦୁଇଟି ମହୋତ୍ସବ ଦେଖିବ ଭାପୁର:ମୋ ମାଟି ଭାପୁର vs ଉତ୍କର୍ଷ ଭାପୁର, ଜିଲ୍ଲାରେ ପ୍ରଥମ ଥର ଲଗାତର ୮ଦିନ ଧରି ହେବ ମହୋତ୍ସବ

Published January 8, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ମହୋତ୍ସବ କୁ ନେଇ ଭାପୁରରେ ଲାଗିଥିଲା ବାଦିପାଲା । ଫଳାଫଳ ସମାନ ସମାନ ରହିଲା । ଏଥର ଭାପୁର ବ୍ଲକ ୮ଦିନ ଧରି ମହୋତ୍ସବକୁ ଦେଖିବା ହେବେ ଭାପୁର ବସୀ ଓ ଆଖ ପାଖ ଅଞ୍ଚଳ ବାସୀ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଷ୍ଟାର ସିଙ୍ଗର, ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ପାଇବେ ଏହି ଦୁଇଟି ମହୋତ୍ସବ ମଞ୍ଚରେ । ଗୋଟାଏ ପଡ଼ିଆରେ ହେବ ଦୁଇଟି ମହୋତ୍ସବ । ଲଗାତର ୮ଦିନ ଧରି ହେବ ଉତ୍କର୍ଷ ଭାପୁର ମହୋତ୍ସବ ୨୦୨୬ ଓ ମୋ ମାଟି ଭାପୁର ମହୋତ୍ସବ ୨୦୨୬। ଏହି ମହୋତ୍ସବ କଥାକୁ ଯଦି ଦେଖିବା, ଢଗ ଢମାଳିରେ ଗୋଟାଏ କଥା ଅଛି ବାଦରେ ଛୁ  ନ୍ମ କରିବା । ସେହି ଭଳି ନ୍ୟାୟରେ ଭାପୁରର ଚର୍ଚ୍ଚିତ ଦୁଇ ଚେହେରା ବେଣୁଧର ପ୍ରଧାନ ଓ ଗୟାଧର ପରିଡ଼ା ଆଗକୁ ଆସିଥିବା ଛକ ଛକରେ ଆଲୋଚନା ହେଉଛି । ଦୀର୍ଘ ବର୍ଷ ଧରି କୋଟି କୋଟି ଖାଉଥିବା ବେଳେ ମହୋତ୍ସବ ଟେ କରିପାରିନଥିଲା କିନ୍ତୁ ଯିଏ ୩ବର୍ଷ ହେଲା ମହୋତ୍ସବ କରି ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଉଛି ଏବଂ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣୁଛି ତାକୁ ବିରୋଧ କରି ବାଦରେ ଆଉ ଗୋଟାଏ ମହୋତ୍ସବ କରିବା ନିଜର ପାରିବା ପଣିଆ ଉପରେ ନିଜେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଓ ଲୋକଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ପାଇଁ ପ୍ରବତାଇବା ତା ଠାରୁ ବୁଦ୍ଧିମାନର କାମ କଣ ବା ହେଇପାରେ ? ହଁ ଆଜ୍ଞା ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକରେ ରାଜନୀତି ପଶାପାଲିରେ ଏଥର ଦେଖିବେ ୮ଦିନରେ ଦୁଇଟି ମହୋତ୍ସବ । ଗୋଟିଏ ହେଲା ନୂଆ କରି ହେଉଥିବା ଉତ୍କର୍ଷ ଭାପୁର ମହୋତ୍ସବ, ଯାହାକି ଜାନୁୟାରୀ ୮ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଆଉ ଗୋଟିଏ ହେଲା ଦୀର୍ଘ ୩ବର୍ଷ ହେଇ ଆସୁଥିବା ମୋ ମାଟି ଭାପୁର ମହୋତ୍ସବ । ଯାହାକି ଜାନୁୟାରୀ ୧୨ତାରିଖରୁ ଆରମ୍ଭ ହୋଇ ୧୫ତାରିଖରେ ଉଦଯାପନୀ ହେବ । ଭାପୁରର ଏହି ଦୁଇଟି ମହୋତ୍ସବ, ବେଣୁ ଓ ଗୟାଙ୍କ ଭଳି ଦୁଇଟି ନେତା କାର୍ଯ୍ୟକ୍ରମ ମହାଭାରତର ପଶାପାଲି ଖେଳ ଆରମ୍ଭ କରିଛନ୍ତି। ତେବେ କିଏ ଜିତୁଛି କିଏ ହାରୁଛି ତାହା ଆଗାମୀ ଦିନରେ ଭାପୁର ଅଞ୍ଚଳ ବାସୀ ଜବାବ୍ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଦୁଇ ନେତାଙ୍କ ଖେଳରେ ଭାପୁର ଅଞ୍ଚଳବାସୀ ମନୋରଞ୍ଜନର ଫାଇଦା ଉଠାଇବେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା କରାଯାଉଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 8, 2026 January 8, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !
ଜିଲ୍ଲା ଖବର ସ୍ବାସ୍ଥ୍ୟ
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?