ଜୟ ଜଗନ୍ନାଥ,
ପୁରୁଣା ବର୍ଷ ୨୦୨୫ ଅନେକ କିଛି ହରେଇଛେ, ଅନେକ କିଛି ପାଇଛି ଓ କିଛି ଶିକ୍ଷାଲାଭ କରିଛେ। ହସ ଖୁସି, ସ୍ନେହ ଭଲପାଇବା ହରେଇ ଆଜି ଇଂରାଜୀ ନବ ବର୍ଷ ୨୦୨୬ ରେ ପାଦ ଥାପିଛେ । ଇଂରାଜୀ ନବ ବର୍ଷ ସମସ୍ତଙ୍କ ଜୀବନରେ ହସ,ଖୁସି ଓ ସମୃଦ୍ଧିର ସମ୍ଭାର ଆଣିଦେଉ ।
‘ ଓଡ଼ିଶା ଲେଖା ‘ ନ୍ୟୁଜ୍ ପୋର୍ଟାଲ ଆପଣଙ୍କ ଅଞ୍ଚଳର ଟିକିନିକି ପ୍ରକାଶନ କରିବାରେ ଆପଣଙ୍କ ସହଯୋଗ କାମନା କରିବା ସହ ନବ ବର୍ଷ ୨୦୨୬ ମହାପ୍ରଭୁଙ୍କ ନିକଟରେ ବିଶ୍ୱବାସୀଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛି ।
ଆପଣଙ୍କ ଶ୍ରଦ୍ଧେୟ
ସମ୍ପାଦକ, ଓଡ଼ିଶା ଲେଖା


