Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଶାସକ ଦଳ ନେତାଙ୍କ ଅପାରଗତା:ନୂତନ ଏନଏସି ତାଲିକାରୁ ବାଦ୍ ପଡ଼ିଲା ନୟାଗଡ଼ ଜିଲ୍ଲା

Published December 26, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଚଳିତ ସରକାରରେ ନୟାଗଡ଼ ଜିଲ୍ଲାର ଦୁଇ ପାୱାର ଫୁଲ ଶାସକ ଦଳର ସଦସ୍ୟ ସଦସ୍ୟା ଥିବା ବେଳେ ନୟାଗଡ଼ ଜିଲ୍ଲାକୁ ନର୍କ କୁ ଠେଲି ଦେଇଥିବା ଆଲୋଚନା କରାଯାଉଛି । ବିଜେଡ଼ି ସରକାର ସମୟରେ ନୟାଗଡ଼ ଜିଲ୍ଲାର ଦୁଇଟି ପର୍ଯ୍ୟଟନ କ୍ଷେତ୍ର କଣ୍ଟିଲୋ ଓ ଶରଣକୁଳ ଅଞ୍ଚଳକୁ ନୂତନ (ଏନଏସି)  କରିବା ପାଇଁ ଘୋଷଣା କରିଥିଲେ । ଏହାକୁ ନେଇ ଆନ୍ଦୋଳନ ତେଜିଥିଲା ଏବଂ ବାଣିଜ୍ୟର ପେଣ୍ଠସ୍ଥଳୀ ରାଜସୁନାଖଳା ଅଞ୍ଚଳକୁ (ଏନଏସି)  କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବ ସାମ୍ବାଦିକ ଜଣଙ୍କ ସାଧାରଣ ନିର୍ବାଚନ ପୁର୍ବରୁ ଆମରଣ ଅନସନରେ ବସିଥିଲେ । ଏବଂ ଆଚରଣ ବିଧି ଯୋଗୁଁ ସମ୍ଭପର ନୁହେଁ, ପରବର୍ତୀ ସମୟରେ ଅର୍ଥାତ୍ ନିର୍ବାଚନ ପରେ ଏହାକୁ ବିଚାର କରାଯିବାର ପ୍ରତିଶ୍ରୁତି ଦେଇ ଯୁବ ସାମ୍ବାଦିକ ଜଣଙ୍କୁ ଆମରଣ ଅନଶନରୁ ଉଠାଇଥିଲେ ଅତିରିକ୍ତ ଜିଲ୍ଲାପାଳ । ନିର୍ବାଚନ ସରିଗଲା, ସରକାର ମଧ୍ୟ ବଦଳିଗଲା ତା ସାଙ୍ଗକୁ ପ୍ରତିଶ୍ରୁତି ମଧ୍ୟ ବଦଳିଗଲା । ବିଜେଡ଼ି ସରକାର ପରେ ଏବେ ବିଜେପି ସରକାର ଆସିଲା । ବିଜେପି ସରକାରରେ ନୟାଗଡ଼ ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବା ପରେ ନୟାଗଡ ଜିଲ୍ଲାବସୀ ବହୁତ୍ କିଛି ଆଶା ରଖିଥିଲେ । ବିଜେପି ଶାସିତ ବିଧାୟକ ଓ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଥିଲା ଶରଣକୁଳ, କଣ୍ଟିଲୋ ଓ ରାଜ ସୁନାଖଳା ଅଞ୍ଚଳ । ନୟାଗଡ଼ ଜିଲ୍ଲା ବାଚସ୍ପତିଙ୍କୁ ପାଇଛି, ତେଣୁ ନୂତନ (ଏନଏସି) ଗଠନରେ ଏହି ଶରଣକୁଳ, ରାଜସୁନାଖଳା ଓ କଣ୍ଟିଲୋ ଅଞ୍ଚଳକୁ ପ୍ରାଧାନ୍ୟ ଦିଆଯାଇ ନୂତନ (ଏନଏସି) ଗଠନ କରିବା ପାଇଁ ଘୋଷଣା କରିପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଆଶାବାନ୍ଧି ବସିଥିଲେ । କିନ୍ତୁ ପରିଶେଷରେ ଅଞ୍ଚଳବାସୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ମୋହନ ସରକାର ୫ଟି ପୌର ପରିଷଦ ଅଞ୍ଚଳ ଘୋଷଣା କରିଥିବା ବେଳେ ୧୪ଜିଲ୍ଲାର ୨୪ଟି ନୂତନ (ଏନଏସି) ଗଠନ କରିବାକୁ ସ୍ଵିକୃତି ପ୍ରଦାନ କରିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 26, 2025 December 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad1
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?