ଓଡ଼ିଶା ଲେଖା ଅଫିସ୍: ବର୍ତମାନର ବଡ ଖବର। ନୂଆ ମୁଖ୍ୟ ଶାସନ ସଚିବ ହେଲେ ମହିଳା ଆଇଏଏସ ଅଫିସର ଅନୁ ଗର୍ଗ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ସରିବାକୁ ଯାଉଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Sign in to your account