Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିପଦ ସଂକୁଳ ଅବସ୍ଥାରେ ଇଲେକ୍ଟ୍ରି ଖୁମ୍ୱ:କାମ ଚଳା କାର୍ଯ୍ୟ କରିଦେଲା ଟିପିସିଓଡିଏଲ:ଡ୍ରେନ ଉପରେ ଠିଆ ହୋଇଛି ଢ଼ଳେଇ

Published December 22, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ବିଦ୍ୟୁତ୍ ବିଲ୍ ମାଧ୍ୟମରେ ଟିପିସିଓଡିଏଲ ଗ୍ରାହକ ମାନଙ୍କୁ ଶୋଷି ଆସୁଥିବା ବେଳେ ନିଜର କାମ ସଠିକ୍ ଭାବେ କରୁନଥିବା ନେଇ ଅଭିଯୋଗ ଆସିଛି । ବିପଦ ଅବସ୍ଥାରେ ଇଲେକ୍ଟ୍ରୀ ଖୁମ୍ବ ଦେଇ ଯାଉଛି ୩୩କେଭି ବିଦ୍ୟୁତ୍ ସରବରାହ । ଅଭିଯୋଗ କଲେ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କ ଅଜବ ଯୁକ୍ତି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୟାଗଡ଼ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ନିକଟରେ । ସୂଚନାନୁସାରେ, ନୟାଗଡ଼ ସହରର ୧୧ନମ୍ୱର୍ ୱାର୍ଡ଼ ଥିବା ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ସମ୍ମୁଖ ଦେଇ ଯାଇଛି ୩୩କେଭି ବିଦ୍ୟୁତ୍ । କଲ୍ୟାଣ ମଣ୍ଡପ ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁମ୍ବର ମୂଳରୁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କେତେବେଳେ ବି ଝଡ଼ି ପଡ଼ିବ ତାହା କହିବା ଅସମ୍ଭବ ।

ଯାହାଫଳରେ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଉକ୍ତ ଖୁମ୍ବ ଟି ବଦଳାଇ ନୂତନ ଖୁମ୍ବ ଲଗାଇବା ପାଇଁ  ତିପିସିଓଡିଏଲ ଅଫିସରେ ଅଭିଯୋଗ କରିଥିଲେ । କିନ୍ତୁ ଟିପିସିଓଡିଏଲ ଉକ୍ତ ସ୍ଥାନରେ ନୂତନ ଖୁମ୍ବ କଣ ଲଗାଇବ, ସେ ଖୁମ୍ବ ମୁଳରେ ସିମେଣ୍ଟ ଢ଼ଳେଇ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ତିପିସିଓଡ଼ିଏଲ ଯନ୍ତ୍ରୀଙ୍କୁ ନୂତନ ଖୁମ୍ବ ଲଗାଇବାକୁ କହିବାରୁ ଯନ୍ତ୍ରୀ ଜଣଙ୍କ ଯୁକ୍ତିତର୍କ କରିବାକୁ ପଛେଇ ନଥିଲେ । ଡ୍ରେନ୍ ଉପରେ ଢ଼ଳେଇ ଠିଆ ହୋଇଥିବା ସଦୃଶ ଦେଖିବାକୁ ମିଳିଛି ।ଯଦି କେତେବେଳେ ଜୋର୍ ପବନ ହୁଏ, ତେବେ ଉକ୍ତ ସ୍ଥାନରୁ ଇଲେକ୍ଟ୍ରି ଖୁମ୍ବଟି ମୂଳରୁ ଭାଙ୍ଗି ଯିବ ଯାହାଫଳରେ ଜନସାଧାରଣ ବଡ ବିପଦରେ ପଡ଼ି ପାରନ୍ତି । ତେଣୁ ତୁରନ୍ତ ଉକ୍ତ ଇଲେକ୍ଟ୍ରି ଖୁମ୍ବଟି ବଦଳାଇ ନୂତନ ଇଲେକ୍ଟ୍ରି ଖୁମ୍ବ ଲଗାଇବାକୁ ଦାବି କରାଯାଇଛି । କିଛି ବି ଅସୁବିଧା ଘଟେ ତେବେ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 22, 2025 December 22, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?