Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବଦଳିଲେ ନୟାଗଡ଼ ପୋଲିସର ଏସଆଇ ଓ ଏଏସଆଇ

Published December 17, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଇନସ୍ପେକ୍ଟର, ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ କରାଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଅଦଳ ବଦଳରେ ରଣପୁର ଥାନାର ଅତିରିକ୍ତ ଇନସ୍ପେକ୍ଟର ଦାୟିତ୍ୱରେ ଥିବା କୃତିବାସ ହରିଚନ୍ଦନଙ୍କୁ ନୟାଗଡ଼ ଡିପିଓ ଅଫିସକୁ ବଦଳି କରାଯାଇଛି । ସେହିପରି ଭାବେ ବାହାଡ଼ାଝୋଲା ଫାଣ୍ଡିରେ କାର୍ଯ୍ୟରତ ଏସଆଇ ଏମଡି ଜାଫୁରୁଲାଙ୍କୁ ନୟାଗଡ଼ ସଦର ଥାନାକୁ ବଦଳି କରାଯାଇଥିବା ବେଳେ ରମେଶ ଚନ୍ଦ୍ର ଜେନାଙ୍କୁ ରାଜସୁନାଖେଳା ଫାଣ୍ଡିର ଭାରାପ୍ରାପ୍ତ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି । ସେହିପରି ମହିଳା ଏସଆଇ ସଙ୍ଗୀତା ବିଶ୍ରାଙ୍କୁ ଚାନ୍ଦପୁର ଥାନାକୁ, ସଦର ଥାନାର ଏସଆଇ ଦୁର୍ଯୋଧନ ପଲ୍ଲେଇଙ୍କୁ ଦର୍ପନାରାୟଣପୁର ଫାଣ୍ଡିର ଦାୟିତ୍ଵ ଦିଆଯାଇଛି ଏବଂ ନୂଆଗାଁ ଥାନାର ଏସଆଇ ସୁନିତା ସାମନ୍ତରାୟଙ୍କୁ ନୟାଗଡ଼ ଥାନାକୁ ବଦଳି କରାଯାଇଛି । ଡ଼ିଆଇବି ରେ କାର୍ଯ୍ୟରତ ଏସଆଇ ଏନ ଶଙ୍କର ରାଓଙ୍କୁ ସିସି ଆଣ୍ଡ ଇଓ ପୋଲିସ୍ ଷ୍ଟେସନକୁ ବଦଳି ହୋଇଛି । ସେହିପରି ୧୦ଜଣ ଏଏସଆଇଙ୍କୁ ବିଭିନ୍ନ ଥାନାକୁ ବଦଳି କରାଯାଇଛି । ଏଏସଆଇ ମନୋରଞ୍ଜନ ପ୍ରଧାନଙ୍କୁ ଓଡ଼ଗାଁ, ଦେବରାଜ ମଲ୍ଲିକଙ୍କୁ ବାହାଡ଼ାଝୋଲା ପାଣ୍ଡିକୁ, ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ନୂଆଗାଁ ଥାନାକୁ, ଦେବାଶିଷ ସେଠୀଙ୍କୁ ଫତେଗଡ ଥାନାକୁ, ଡି ରବିନ୍ ଙ୍କୁ ଚାନ୍ଦପୁର ଥାନାକୁ, ମନୋଜ କୁମାର ପାତ୍ରଙ୍କୁ ମହିପୁର ଫାଣ୍ଡିକୁ, ବାଳକୃଷ୍ଣ ଦାସଙ୍କୁ ସିସି ଆଣ୍ଡ ଇଓ ପୋଲିସ୍ ଷ୍ଟେସନକୁ, କୁଳମଣି ପ୍ରଧାନଙ୍କୁ ସଦର ଥାନାକୁ, ଶରତ ଚନ୍ଦ୍ର ବେହେରାଙ୍କୁ ଶରଣକୁଳ ଥାନା ଓ ଲଳିତ କୁମାର ବେହେରାଙ୍କୁ ସିସି ଆଣ୍ଡ ଇଓ ପୋଲିସ୍ ଷ୍ଟେସନକୁ ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବଦଳି ହୋଇଥିବା ଥାନା ଓ ଫାଣ୍ଡିରେ ତୁରନ୍ତ ଯୋଗ ଦେଇ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 17, 2025 December 17, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?